Latest Odisha News

BREAKING NEWS

Browsing Tag

Sabu dina Sahitya

ଗପ: ଅପୂର୍ବ ବାସ୍ନାର ସନ୍ଧାନେ…

ଦେବାଶିଷ ଆଚାର୍ଯ୍ୟ                                            ଖରାଦିନ, ସକାଳୁ ସକାଳୁ ଦାଣ୍ଡ ପଟେ ପାଟି ଶୁଭିଲା , ଜୀଅନ୍ତା ମାଛ, ଜୀଅନ୍ତା ମାଛ.... । ସାଧନାଙ୍କ ଗଭୀର ଲୋଭ ମାଛ ପ୍ରତି । ତେଣୁ ସେ କିଛି ନଭାବି ଦଉଡ଼ି ଗଲେ ଦାଣ୍ଡକୁ । ଜିଅନ୍ତା ରୋହି ମାଛ ଦେଖି ସେ ଆଉ ରହି…

କବିତା : କେମିତି ବଦଳି ଯାଏ

ଅନତାଂଶୁ ଜେନା କେମିତି ବଦଳିଯାଏ !            ରାତିକ ଭିତରେ, ହସୁଥିବା ମୁହଁ ହଠାତ୍ ପରଦେଶୀ ସ୍ୱପ୍ନ ସବୁ ମଝି ଦାଣ୍ଡରେ ଶସ୍ତା ହାଟରେ ବିକ୍ରି ହୁଏ, କାଲିର ପଚା-ସଢ଼ା ଗୋପନୀୟତା । କେମିତି ବଦଳିଯାଏ ! ଗାଡ଼ିରୁ ଓହ୍ଲେଇ, ଦୌଡ଼ୁଥିବା ପାଦ ହଠାତ୍ ମରୁବାଲି ଦମକଳ ସବୁ…

କରୋନା : ଆଉ ଏକ ପ୍ରେମ କବିତା

ମନୋଜ ରଥ                                            ଆମେ ବି ଧାଉଁଥିଲେ ସାରା ଟା ପ୍ରୁଥିବୀ ସାଂଗରେ ଯେତେବେଳେ ପବନ ମାଗୁଥିଲା ଅମ୍ଳଜାନ । ଫୁର୍ ସତ୍ ହିଁ ନ ଥିଲା ଆମ ପାଖରେ ଜହ୍ନ ପାଇଁ ଚୁଂବନ ପାଇଁ ଦଣ୍ତେ ଠିଆ ହେଇ ଦେଖିବାକୁ ପରସ୍ପର ଭିତରେ ବାହାରେ ଆସିଥିବା…

କବିତା : ସକାଳ ଥିରି ଆସିଲା

ସୌଭାଗ୍ୟ ଲକ୍ଷ୍ମୀ ସେଠି                                                                           ଜହ୍ନ ଲୁଚିଲା                                                                                  ଅନ୍ଧାର ଘୁଞ୍ଚିଲା ସୂରୁଜ ପୁରୁବେ ଉଇଁଲା; ଦୂର…

ଗପ: ସିଂହପୁରରେ ପାଠପଢ଼ା

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍‌ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା…

କବିତା : ଅନ୍ତହୀନ ପରୀକ୍ଷା

ଡକ୍ଟର ଫକୀର ମୋହନ ନାହାକ ଅସରନ୍ତି ପରୀକ୍ଷା ଏ ଚାଲିଛି ଚିରକାଳ                                  ଦିନରାତି ସବୁ ମୁହୂର୍ତ୍ତରେ ବିଶ୍ୱର କୋଣ ଅନୁକୋଣରେ ବନ୍ଧା ପଡ଼ିଛନ୍ତି ଏଠି ଅକ୍ଷାଂଶ ଦ୍ରାଘିମା ସବୁ ପରୀକ୍ଷା ନିର୍ଘଣ୍ଟରେ । ଏମିତି ଏ ପରୀକ୍ଷା ପରୀକ୍ଷାର୍ଥୀଠୁ…

ଯା ଦେବୀ ସର୍ବ ଭୂତେଷୂ..

ନିରୁପମା ପତି                                                          ମାଗୋ ଦଶଭୁଜା ଅମ୍ବିକା ,ଗିରିଜା ଶିବାନୀ, ଭବାନୀ,ଜୟା, ନାରୀ ନାରାୟଣୀ ପତିତପାବନୀ ଶାକମ୍ବରୀ, ଯୋଗମାୟା ,(୧) ମାତା ମାହେଶ୍ୱରୀ ତ୍ରିଶୂଳ ଧାରଣୀ ସିଂହବାହିନୀ ତୁ ଉମା, ବ୍ରହ୍ମ ଚାରିଣୀ…

କବିତା : ଦେବୀପକ୍ଷ

ମନୋଜ ରଥ ନିଜ ଉପରେ ଗଦେଇ ହେଇଯିବା ଯାଏଁ                                                              ନିଜ ଦେହର ଖଣ୍ତ୍ ହର୍ ସମୟ ଚଳୁ କରି ଦେଇଥିବା ବୟସର ନଗ୍ନ ତାଳୁରୁ ଝୁଲୁଥାଏ ରାତି ହେଲେ ରଂଗ ବଦଳେଇ ଜଳୁ ଥାଏ ଗୋଟେ ଗୁମରର ଝୁମର୍ ! ତମେ ଯେତେବେଳେ ବଂଦ୍…

ନବ ରୂପେ ମା ନବ ଦୁର୍ଗା

✍️ସୁପ୍ରିୟା ପଣ୍ଡା ପାର୍ବଣ ଋତୁର ଦୁନ୍ଦୁଭି ବାଜିବ                                                          ତୁମ ଆଗମନୀ ହୋଇବ ଅବତରୀ ଆସି ଏ ଧରା ପୃଷ୍ଠରେ ଜୀବନରେ ପ୍ରାଣ ସଞ୍ଚିବ । ନବ ଦିନେ ନିତ୍ୟ ନବ ରୂପରେ ଦର୍ଶନ ତୁମର ହୋଇବ ମହିଷାମର୍ଦ୍ଧିନି ହେ…

ଗପ : ସାଥୀ ଏକ ଭିନ୍ନ ପ୍ରକାରର

ଦେବାଶିଷ ଆଚାର୍ଯ୍ୟ                                                      ବିଜୟ ବାବୁ । ଅବସର ପ୍ରାପ୍ତ  ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ । ଗତ ବର୍ଷ ଏକ ଦୁର୍ଘଟଣାରେ ପତ୍ନୀ ସ୍ନିଗ୍ଧାଙ୍କ ବିୟୋଗ । ଏକମାତ୍ର କନ୍ୟା ସାଲିନା , ୪/୫ ବର୍ଷ ପୂର୍ବେ ହୋଇ ଯାଇଛି ବାହାଘର । ନିଜ…