ମଟନ୍ ପାଇଁ ଜିଦ୍ ଧରିଲେ ବରର ସାଙ୍ଗ, ବାହା ହେବାକୁ ମନା କରିଦେଲେ କନିଆଁ
ସମ୍ବଲପୁର: ସରିଥିଲା ବେଦୀ ବନ୍ଧା । ବାଜା ରୋଷଣୀ ଧରି କନିଆଁ ଘରେ ପହଞ୍ଚିଥିଲା ବର । ଆଉ ମାତ୍ର କେଇ ମୁହୂର୍ତ୍ତ ପରେ ପଡ଼ିଥାନ୍ତା ହାତଗଣ୍ଠି । ହାତକୁ ଦି ହାତ ହୋଇଥାନ୍ତେ ବର, କନିଆଁ । ହେଲେ ମଟନ୍ ପାଇଁ ସବୁକିଛି ଓଲଟ ପାଲଟ ହୋଇ ଯାଇଛି । ମାଂସ ପାଇଁ ବରଯାତ୍ରୀଙ୍କ ହୋ ହଲ୍ଲା ପରେ ବାହା…