Latest Odisha News

BREAKING NEWS

Browsing Tag

Saradasashi

ଶିଶୁ ଗଳ୍ପ : ରୀତୁର କବିତା ଲେଖା

କୁଞ୍ଜ ବିହାରୀ ସାହୁ ଗାଁରୁ ସହର ଆସିଛି ରୀତୁ ତା ବାପାଙ୍କ ସାଥୀରେ । ଗାଁର ଓଡିଆ ମିଡ଼ିୟମରେ ପଢ଼ୁଥିଲା । ହେଲେ ସହରକୁ ଆସିଲା ପରେ ତା' ବାପା ଇଂଲିଶ ମିଡିୟମରେ ନାଁ ଲେଖେଇଦେଲେ । ନୂଆ ସ୍କୁଲ, ନୂଆ ପୋଷାକ ପିନ୍ଧି ସ୍କୁଲକୁ ଗଲା । ପ୍ରଥମେ ଟିକେ ଟିକେ ଅଡ଼ୁଆ ଲାଗୁଥିଲା । ଏବେ ଠିକ୍…

ଶିଶୁ କବିତା : କାଠହଣା

ଗଦାଧର ସାହୁ କାଠହଣା କରେ କାଠରେ କୋରଡ କଷ୍ଟ ଦୂରେଇବା ପାଇଁ, ପରିବାର ସହ ଖୁସିବାସି ହୋଇ କାଠ ଗଣ୍ଡି ଘରେ ଥାଇ । ଥଣ୍ଟରେ ଖୋଳଇ ଯନ୍ତ୍ରପାତି ନାହିଁ ସହଜେ ପତଙ୍ଗ ଛାର, ଯେଉଁ ଭଳି ଘର ସେ ତିଆରି ଥାଏ ତାଠାରୁ ଶିଖୁନି ନର । ଶରୀର ଆକାର ସୁଢଙ୍ଗ କରଇ ପ୍ରବେଶ…

ଶିଶୁ ଗଳ୍ପ : ରୋହନର ଠାକୁର ଦେଖା

କୁଞ୍ଜବିହାରୀ ସାହୁ  ରଥଯାତ୍ରାର ସମୟ । ତିନି ରଥରେ ତିନି ଦିଅଁଙ୍କର ସୁନାବେଶ ଦେଖିବାକୁ ରୋହନ ବାପାଙ୍କ ପାଖରେ ଅଳି କଲା । ଛୁଟି ହେତୁ ରାେହନର ବାପା ହଁ କହିଲେ । ହଁ ସିନା କହିଦେଲେ,ଏତେ ଭିଡ଼ରେ ଯିବାକୁ ମନ ବଳିଲାନି ରୋହନ ବାପାଙ୍କର । କିଛି ସମୟ ଚୁପ୍ ରହିଲେ ।ଏତିକିବେଳେ…

ଶିଶୁ ଗଳ୍ପ : କାଳିଆ ଲେଉଟିଲା

କୁଞ୍ଜ ବିହାରୀ ସାହୁ ଚାହୁଁଚାହୁଁ ବରଷେ ପୂରିଗଲା । କାଳିଆ ସାଆନ୍ତ ତା ସିଂହାସନରେ ବସିଛି ଯେ ବସିଛି । ତା' ପାଖରେ ଅଛି ବଡଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା । ଏମିତି ରତ୍ନ ସିଂହାସନରେ ବସି କେତେ ଭକ୍ତଙ୍କୁ ପାଖକୁ ଡାକୁଥିବ ଯେ । ସିଏ କଣ ବୁଝିପାରୁନି ତାକୁ ଟିକେ ଦର୍ଶନ କରିବାକୁ ପୁରୀ…

ଶିଶୁ ଗପ : ସମୟର ମୂଲ୍ୟ

କୁଞ୍ଜ ବିହାରୀ ସାହୁ ଏବେ ଯେମିତି ଖରାର ତାତି ବଢ଼ୁଛି, ଦଣ୍ଡେ ଠିଆହେଲେ ଦେହରୁ ଗମଗମ ଝାଳ ବାହାରିପଡ଼ୁଛି । ଧଇଁସଇଁ ଲାଗୁଛି । ପିଲାଏ ଦେଶର ଭବିଷ୍ୟତ । ହେଲେ ଖରା ତାତିରେ ସିଝି ସିଝି କେମିତି ବା ପିଲାଏ ସ୍କୁଲକୁ ଯିବେ ! ସେଥିପାଇଁ ସରକାର ଛୁଟି ଘୋଷଣାକଲେ । ସ୍କୁଲ ବନ୍ଦ । ପାଠପଢା…

ଶିଶୁ ଗପ : ଟିକେ ଭୁଲ୍ ପାଇଁ

କୁଞ୍ଜ ବିହାରୀ ସାହୁ  ସକାଳେ ପାଗ ଭଲ ଥିଲା, ଅଥଚ ଉପରେବେଳା ପାଗ ସମ୍ପୂର୍ଣ୍ଣ ବଦଳିଗଲା । ଆକାଶ ମେଘୁଆ ହେଇଗଲା । ତୁହାକୁ ତୁହା ବର୍ଷା ଆଉ ବିଜୁଳି ମାରିଲା । ରୋଷେଇ ଘରେ ସାନୁ ବିସ୍କୁଟ ଖାଉଥିଲା । ତା ମୁଣ୍ଡରେ କଅଣ ଜୁଟିଲା କେଜାଣି ଦାଣ୍ଡଦୁଆରକୁ ଆସି ଦେଖିଲା ରାସ୍ତାରେ…

ଶିଶୁ କବିତା : ସ୍କୁଲ ହେଲା ଛୁଟି

ତରୁଣ କୁମାର ମିଶ୍ର  ସ୍କୁଲ ହେଲା ଛୁଟି , ଆସରେ ପିଲେ ଖେଳିବା ଆମେ , ଘର ପାଖରେ ବସି । ଖରାକୁ ଜମା ଯିବା ତ ନାହିଁ , ବହୁଛି ଝାଞ୍ଜି ତାତି' ଗୋଡ଼ରେ ଜୋତା ମୁଣ୍ଡରେ ଛତା , ପାଣି ବୋତଲ ସାଥୀ । ସ୍କୁଲ ହେଲା ଛୁଟି । ପଶୁ ପକ୍ଷୀଏ ପାଣି ନପାନ୍ତି ଶୋଷରେ ସୁଖେ ତଣ୍ଟି , ଘର…

ଶିଶୁ କବିତା : ହସିବ ଆମ ଧରା

ତରୁଣ କୁମାର ମିଶ୍ର ଆସିଛି ଖରା ତାତିଛି ଧରା ବହୁଛି ଝାଞ୍ଜି ବାଆ , ଖରାକୁ ଆମେ ଯିବା ତ ନାହିଁ ମନା କରିଛି ମାଆ । ଗଛ ବୃକ୍ଷତ ପଦା ହେଲାଣି ମିଳୁନି ଟିକେ ଛାଇ , ଚଢ଼େଇଙ୍କର କିଚିରି ଶବ୍ଦ ଆଉ ତ ଶୁଭୁ ନାହିଁ। ଉପର ଓଳି ଝଡ଼ ବତାସୀ ଆସଇ କାହୁଁ ମାଡ଼ି , ବରଷା ଟିକେ ହୁଏକି…

ଶିଶୁ ଗପ : ରୀତୁର ମହାନତା

କୁଞ୍ଜ ବିହାରୀ ସାହୁ  ରୀତୁର ବାପା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସେଇଥିପାଇଁ ଦି ମାସ ତଳୁ ରୀତୁ ଗାଁରୁ ଆସିଛି । ଦିନକର କଥା । ରୀତୁ ଦାଣ୍ଡପିଣ୍ଡାରେ ଠିଆ ହେଇଛି । ବାହାରେ ବହୁତ ଖରା ହେଉଛି । ଝାଞ୍ଜି ପବନ ବହୁଛି, ମୁହଁ ଜଳିଲାପରି ଲାଗୁଛି । ଗାଁରେ…

ଶିଶୁ କବିତା : ଡାମରା କାଉ

ତରୁଣ କୁମାର ମିଶ୍ର ଡାମରା କାଉରେ ଡାମରା କାଉ , ଦେଖା ନମିଳଇ ତୋହର ଆଉ। ଆଗରୁ ପ୍ରତି ସକାଳେ ତୁ ଆସି, ଡାକି ଉଠାଉଣ ଥିଲୁ ତୁ ବସି । ତୋ ଡାକ ଶୁଣିକି ବିଛଣା ଛାଡ଼ି, ଯାଉଥିଲେ ଲୋକେ କାମରେ ଜଡ଼ି। କିଏ ଦେଉଥିଲା ଖୁଦ ଚାଉଳ, କା ପିଢ଼ାରେ ତୁହି ରାବୁ ପ୍ରବଳ। ଖୁଦ କଣିକାଏ…