Latest Odisha News
Browsing Tag

snake

ଦୁଇ ନାଗଙ୍କ ଭିତରେ ଭୟଙ୍କର ଲଢେଇ, ପରିଣାମ କ’ଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ୨ଟି ନାଗ ସାପ ମଧ୍ୟରେ ଭୟଙ୍କର ଲଢେଇ ହୋଇଥିବା ନଜର ଆସିଛି। ଏପରିକି ଜଣେ ଆଉ ଜଣଙ୍କୁ କାମୁଡି ପକାଉଥିଲା ବେଳେ କେହି କାହାକୁ ଛାଡିବାର ନାହିଁ। ଏହି ଘଟଣାଟି ଦେଖିବାକୁ ମିଳିଥିଲା ସୁନାବେଡା ରେ ରହୁଥିବା ଜଣେ ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ।…

ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଏକ ଗ୍ରାମରେ ଶୁକ୍ରବାର ରାତିରେ ବିଷାକ୍ତ ସାପ କାମୁଡାରେ ତିନି ବର୍ଷର ଝିଅ ଓ ତା'ର ୧୧ ବର୍ଷୀୟ ଭାଇର ମୃତ୍ୟୁ ଘଟିଛି। ମୃତ ଭାଇ ଓ ଭଉଣୀ ଭୁମିକା ଏବଂ ଅଭିଷେକ ବୋଲି ଜଣାପଡିଛି। ସେମାନେ ଆଳି ନିକଟ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାସଙ୍କ ସନ୍ତାନ।…

ମୂଷା ଯନ୍ତାରେ ଫସିଲା ନାଗ ସାପ

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ଏକ ମୂଷା ଧରା ଯନ୍ତାରେ ଫସିଛି ନାଗ ସାପ। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସୁବାସ ପରିଡା ନିଜ ଗ୍ରୋସରି ଦୋକାନରେ ମୂଷା ଉପଦ୍ରବକୁ ରୋକିବା ପାଇଁ ଯନ୍ତା ବସେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେଇ ଯନ୍ତା ଭିତରେ ଏକ ନାଗ…

ସାପଙ୍କ କବଜାରେ ପୁରୀ ବ୍ଲୁ ଫ୍ଲାଗ ବିଚ୍

ପୁରୀ: ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ । ପୁରୀ ବେଳାଭୂମିରେ ନୂଆ କରି ନିର୍ମାଣ କରାଯାଇଥିବା ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ ଦେଖାଦେଉଛି । ଯାହା ଅଧିକାରୀମାନଙ୍କ ମୁଣ୍ଡ ବଥାର କାରଣ ପାଲଟିଛି । ୧୫ ଦିନ ତଳେ ମହିଳା ଶୌଚାଳୟରେ ଏକ ନାଗ ସାପ ପସିଯାଇଥିଲା । କର୍ତ୍ତୃପକ୍ଷଙ୍କୁ ସାପକୁ…

ଭାଇରାଲ୍ ପୋଷ୍ଟମୋର୍ଟମ; ଗଣମାଧ୍ୟମ କହୁଛି ସାପ ଖାଉଛ, ମନ୍ତ୍ରୀ କହୁଛନ୍ତି ମିଛ କହୁଛ !

ଅରୁଣାଚଳପ୍ରଦେଶ: ଜୋର ଧରିଛି ଚର୍ଚ୍ଚ । କରୋନା ମହାମାରୀରେ ବଦଳିଛି ଅରୁଣାଚଳପ୍ରଦେଶ ଲୋକଙ୍କ ଖାଦ୍ୟଚକ୍ର । ସରକାରଙ୍କ ଅପାରଗତା ପାଇଁ ଭାତ ବଦଳରେ ସାପ ଖାଉଛନ୍ତି ଗରିବ ମୂଳବାସିନ୍ଦା । ତେବେ ଏ କଥା ଆମେ ନୁହେଁ ବରଂ ଏକ ଜାତୀୟ ଗଣମାଧ୍ୟମ ପ୍ରଥମେ ପ୍ରକାଶ କରିଥିଲା । ଏନଡିଟିଭର ଆର୍ଟିକଲ…