Latest Odisha News
Browsing Tag

SOA

ଆଇଏମଏସ୍ ଏବଂ ସମ୍ ହସ୍ପିଟାଲରେ ‘ଫିଜିଓ-ଫିଏଷ୍ଟା ୨୦୧୯’ ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନର ସମାଜରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମଣିଷ ଅସୁସ୍ଥ ହୋଇପଡ଼ୁଛି । ତେବେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ଫିଜିଓଥେରାପିର ଯଥେଷ୍ଟ ଆବଶ୍ୟତା ରହିଛି । ଶିକ୍ଷା ଓ ଅସୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏବଂ…

‘ଡ଼ିମଡ଼ ୟୁନିଭର୍ସିଟି’ ର‌୍ୟାଙ୍କିଂ: ଓଡ଼ିଶାରେ ‘ସୋଆ’ ୧ ନମ୍ବର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ରାଜ୍ୟର ୧ ନମ୍ବର ଶିକ୍ଷାନୁଷ୍ଠାନ । ନିକଟରେ ପ୍ରକାଶିତ ଆଉଟଲୁକ୍ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗରେ ଏହି ଏକ ନମ୍ବର ମାନ୍ୟତା ହାସଲ କରିଛି ସୋଆ । ଦେଶର ଶ୍ରେଷ୍ଠ ୫୦ଟି ଡିମଡ ଟୁ ବି ୟୁନିଭର୍ସିଟି…

ସୋଆ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପରିଚାଳିତ କୃଷି ବିଜ୍ଞାନ କଲେଜ (ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍)ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଲିକନ୍ କୁମାର ଆଚାର୍ଯ୍ୟ ଏଗ୍ରିକଲଚରାଲ୍ ରିସର୍ଚ୍ଚ ସର୍ଭିସେସ୍ ପରୀକ୍ଷାରେ ପ୍ଲାଣ୍ଟ ପାଥୋଲୋଜି ବିଭାଗରେ ସାରା…

କୁଷ୍ଠ ନିରାକରଣର ନୂଆ ଔଷଧ ଉଦ୍ଭାବନ କରି ସମ୍ମାନିତ ହେଲେ ‘ସୋଆ’ ଗବେଷକ

ଭୁବନେଶ୍ୱର : କୁଷ୍ଠ ରୋଗ ନିରାକରଣ ଔଷଧକୁ ପରିବର୍ତ୍ତନ ନିମନ୍ତେ ବ୍ୟବହୃତ ‘ଡାପସୋନ୍’କୁ ରୂପାନ୍ତରିତ କରି ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବାୟୋଟେକ୍ନୋଲୋଜି ବିଭାଗର ପିଏଚଡି ରିସର୍ଚ୍ଚ ସ୍କଲାର୍ ଶଶାଙ୍କ ଶେଖର ସ୍ୱାଇଁଙ୍କୁ ୨୦୧୯…

ସୋଆ ଏନଏସଏସ୍ ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ କୃଷି ମହାବିଦ୍ୟାଳୟ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋଆ ଏନଏସଏସର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ତଥା…

ଆଇଟିଇଆରରେ ୩ ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ୍ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ତିନି ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି । ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍…

ଭାରତୀୟ ଯୁବପ୍ରତିନିଧି ଦଳରେ ସାମିଲ୍ ସୋଆ ଛାତ୍ରଙ୍କ ଚାଇନା ଗସ୍ତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଛାତ୍ର ଆକାଶ ତିୱାରୀ ଭାରତୀୟ ଯୁବ ପ୍ରତିନିଧିଙ୍କ ସହ ଚାଇନା ଗସ୍ତରେ ଯାଇଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର…

ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍ ୩ରୁ ଆରମ୍ଭ ହେବ ‘ସୋଆ ସମର୍ ଟେକ୍ନୋକ୍ୟାମ୍ପ’

ଭୁବନେଶ୍ୱର : ‘ଦ୍ୱିତୀୟ ସୋଆ ସମର୍ ଟେକ୍ନୋକ୍ୟାମ୍ପ’ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ଜୁନ୍ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ…

ଏପ୍ରିଲ୍ ୧୬ରୁ ଆରମ୍ଭ ହେବ ସୋଆ ପ୍ରିମିୟର ଲିଗ୍

ଭୁବନେଶ୍ୱର : ଚଳିତବର୍ଷର ସୋଆ ପ୍ରିମିୟର୍ ଲିଗ୍ କ୍ରିକେଟ ଚାମ୍ପିଅନସିପ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଏଥିରେ ୮ଟି ବିଶ୍ୱବିଦ୍ୟାଳୟ ଟିମ୍ ଭାଗ ନେବେ । ସୋଆ ଷ୍ଟାଡିୟମ୍ ଠାରେ ଏହି ପ୍ରିତଯୋଗିତା ଅନୁଷ୍ଠିତ ହେବ । ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ସମେତ…