Latest Odisha News

BREAKING NEWS

Browsing Tag

sonepur

ବଣ ଭୋଜିକୁ ଯାଇ ମହାନଦୀରେ ଭାସି ଗଲେ ଛାତ୍ରୀ

ସୋନପୁର: ହସଖୁସିରେ ସାଙ୍ଗସାଥୀଙ୍କ ସହ ସେ ବଣଭୋଜି ପାଇଁ ବାହାରିଥିଲେ । ଭୋଜି ରନ୍ଧା ଆରମ୍ଭ ସହ ବେଶ୍ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା ଆଜି ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଉ ଜୀବନରେ କେବେ ଆସିବନି । କି ଆଉ ସାଙ୍ଗସାଥୀ ତା ସହ ମିଳାମିଶା କରି ପାରିବେନି । ସୁବର୍ଣ୍ଣପୁର…

ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ, ୭ଜଣଙ୍କୁ ବାନ୍ଧିଲା ପୋଲିସ

ସୋନପୁର : ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ । ୭ଜଣଙ୍କୁ ବାନ୍ଧିନେଲା ପୋଲିସ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିଲେ ୭ ଜଣ । ବରୋଦା  ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ l ବ୍ୟାଙ୍କର ସିନିୟର…

ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର

ସୁବର୍ଣ୍ଣପୁର: ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପଦରପଡ଼ାରେ । ପୁତୁରା ଦେବପ୍ରକାଶ, ପଞ୍ଚାନନଙ୍କ ପତ୍ନୀ ଅନିମା ମହାପାତ୍ରଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ…

ସୁବର୍ଣ୍ଣପୁରରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ଅଜଗର ସାପଟିକୁ ଦେଖିଥିଲେ । ତେବେ ଅଜଗରକୁ ଖେମାଲୋଏ ଗ୍ରାମର ସତ୍ୟଜିତ ଗଡୁଆ ଓ ପ୍ରକାଶ ପଣ୍ଡା ଉଦ୍ଧାର କରିବା ସହ ସ୍ଥାନୀୟ ବନ…

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।…

୯ ଦଫା ଦାବି ନେଇ ସୋନପୁରରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ

ସୋନପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ ଜାରି ରହିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ସୋନପୁର ସହରର ସୁରେଶ୍ବରୀ ମନ୍ଦିରରୁ ଡ୍ରାଇଭର ମାନେ ଦଣ୍ଡବତ ଯାତ୍ରା କରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ…

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଶ୍ୱଶୁର ଘରେ ଝୁଲି ପଡ଼ିଲା ସ୍ୱାମୀ

ସୋନପୁର: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ । ତାଙ୍କ ସ୍ତ୍ରୀ ପାଲିଗାଁର ରଞ୍ଜିତା ଗଣ୍ଡଙ୍କ ଅବସ୍ଥା ଏବେ ସ୍ଥିର…

ବେଆଇନ ଦାଦନ ଚାଲାଣ ବେଳେ ୨୭ ଜଣ ଉଦ୍ଧାର 

ପାଟଣାଗଡ : ବେଆଇନ ଦାଦନ ଚାଲାଣ ସମୟରେ ପାଟଣାଗଡ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ୨୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ। କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗାଁ ରେ  ପୋଲିସ ଚଢାଉ କରି  ବରଗଡ,  ସୋନପୁର ଏବଂ ଗାଇସିଲେଟ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି  । ଉଦ୍ଧାର…

କ୍ଷତିପୂରଣ ଦାବିରେ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିନିକା ରାସ୍ତାର ପାଣିସିଆଲି ଛକରେ ରାସ୍ତା ଅବରୋଧ କଲେ ଗ୍ରାମଵାସୀ । ଗତକାଲି ରାତିରେ ପମ୍ପଚର ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ମାଲବାହି ଟ୍ରକରେ ପିଟି ହୋଇ ଦୁଇଜଣ ବାଇକ ଆରୋହୀ ସରୋଜ ଭୋଇ ଓ ଟୁନା ଷାଣ୍ଢଙ୍କ ମୃତ୍ୟୁ ହୋଇଥିଲା । ତେବେ ଉଭୟ ମୃତକ ପରିବାରକୁ ୩ ଲକ୍ଷ…

ଟ୍ରକକୁ ପିଟିଲା ବାଇକ୍, ୨ ବାଇକ୍‌ ଆାରୋହୀ ମୃତ

ସୁବର୍ଣ୍ଣପୁର : ପାଣିସିଆଲି ଛକ ନିକଟରେ ବଡ଼ ଅଘଟଣ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବାଇକ୍ l ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି  l ମୃତକ ଦୁଇଜଣ ହେଲେ ବାବୁପାଲି ଗାଁର ସରୋଜ ଭୋଇ ଏବଂ ଅଏଁଲାପାଲି ଗାଁର ଟୁନା ଷାଣ୍ଡ । ଉଭୟ ସ୍ଥାନୀୟ ଏକ ଗୋଦାମରେ ଶ୍ରମିକ…