Latest Odisha News
Browsing Tag

Sonia gandhi

ଆସନ୍ତା କାଲି ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ!

ଜୟପୁର:ଲୋକସଭାକୁ ବାଏ ବାଏ କହିବା ପରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ। ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ । ରାଜସ୍ଥାନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ନାମ ରଖିଛି । ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀ ବୁଧବାର ଦିନ…

ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧି!

ନୂଆଦିଲ୍ଲୀ:ଦିନ କେଇଟା ପରେ ଅନୁଷ୍ଠିତ ହେବ ରାଜ୍ୟସଭାକୁ ସାଂସଦ ପଠେଇବା କାର୍ଯ୍ୟକ୍ରମ। ସେହି କ୍ରମରେ କିଏ କେଉଁଠୁ ଦାବିଦାର ହେବ, ଦଳ କାହାକୁ ବଛିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। ଶୁଣିବାକୁ…

ସୋନିଆ କହିଲେ,’ଏକ୍ସପେରିମେଣ୍ଟ କରନି, କଂଗ୍ରେସକୁ ଭୋଟ ଦିଅ’

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରାଣ୍ଟ ଶାସନରେ ଥିବାବେଳେ ବିରୋଧୀ ଦଳରେ ଜୋରାମ ପିପୁଲସ ମୁଭମେଣ୍ଟ ବା ଜେଡପିଏମ ରହିଛି। ତେଣୁ ଉଭୟ ଶାସକ ଓ…

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିପାଇଁ…

ସୋନିଆଙ୍କ ଘର ଜାଳିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ! ପୋଲିସରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କଂଗ୍ରେସ। ଆସାମର ବରିଷ୍ଠ କଂଗ୍ରେସ ନେତା ଦେଵବ୍ରତ ସାଇକିଆ ବିଶ୍ଵଶର୍ମାଙ୍କ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା…

ଲଦାଖରେ ୨୪ ଜିତିବା ଗ୍ୟାରେଣ୍ଟି ଦେଲେ, ଏବେ ଶ୍ରୀନଗରରେ ହାଉସବୋଟରେ ରାହୁଲ!

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ସାରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିଛନ୍ତି। ଦୁଇଦିନିଆ ଶ୍ରୀନଗର ଗସ୍ତରେ ଆସି ରାହୁଲ ପହଂଚିବା ପରେ ମା ସୋନିଆ ଗାନ୍ଧୀ ମଧ୍ୟ ଶ୍ରୀନଗରରେ ପହଂଚିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ୧୭ ତାରିଖରୁ ୨୫ ତାରିଖ…

ଲୋକସଭାରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ। ଏହାର ଜବାବରେ ସୋନିଆ ଗାନ୍ଧୀ କହିଥିଲେ, 'ମୋର…

ଦିଲ୍ଲୀରେ ଜରୁରୀ ବୈଠକ ଡାକିଲା କଂଗ୍ରେସ, ରାହୁଲଙ୍କ ଜେଲ୍ ଦଣ୍ଡାଦେଶ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ : AICC ମୁଖ୍ୟାଳୟରେ ଆଜି ବସୁଛି କଂଗ୍ରେସର ଜରୁରୀ ବୈଠକ । ଆଜି ସନ୍ଧ୍ୟା ୫ଟାରେ ବସିବାକୁ ଥିବା ଏହି ବୈଠକରେ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତା ସାମିଲ ହେବେ ବୋଲି ଜଣାପଡ଼ିଛି। ବୈଠକର ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଅଧ୍ୟକ୍ଷତା କରିବାକୁ ଥିବାବେଳେ…

ସୋନିଆ ଗାନ୍ଧୀ ଅସୁସ୍ଥ, ମେଡିକାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ୭୬ ବର୍ଷୀୟା ସୋନିଆ ଗାନ୍ଧୀ ପୁଣିଥରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋନିଆଙ୍କୁ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜର ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ହସ୍ପିଟାଲରେ ସୋନିଆଙ୍କୁ…

ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମତ ସ୍ପଷ୍ଟ କଲେ ସୋନିଆ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଳି ଦଳର ଜାତୀୟ ଅଧିବେଶନରେ ଏମତି କିଛି ଇସାରା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବସର କଥା କହିବାର ଦିନକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୋନିଆ । ସୋନିଆ କହିଛନ୍ତି, ସେ…