ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା, ନଦେଲେ ଜେଲ୍
ନୂଆଦିଲ୍ଲୀ: ଅଦାଲତ ଅବମାମନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ବିଧାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୧ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପ୍ଟେମ୍ବର ୧୫ ତାରିଖ ଭିତରେ ଜରିମାନା ଅର୍ଥ ଦେବେ । ନଚେତ ୩ ମାସ ଜେଲ ଦଣ୍ଡ ଭୋଗିବେ । ୩…