Latest Odisha News

BREAKING NEWS

Browsing Tag

T20 WORLD CUP

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯…

ଶେଷ ଓଭରରେ ମ୍ୟାଚ୍ ଜିତାଇଲେ କୋହଲି, ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ଭାରତ ୪ ୱିକେଟରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି…

ବ୍ୟାକଫୁଟରେ ଟିମ୍ ଇଣ୍ଡିଆ, ୩୧ ରନରେ ଖସିଲାଣି ୪ ୱିକେଟ୍

ମେଲବର୍ଣ୍ଣ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନ ସହ ଖେଳୁଛି । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା…

T20 World Cup: ଟସ୍ ଜିତି ପାକିସ୍ତାନ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଆଜି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ମେଲବର୍ଣ୍ଣରେ ଖେଳା ଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ରୋହିତ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।…

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ । ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ…

T20 ବିଶ୍ୱକପ୍: ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଭଳି ଦ୍ୱିତୀୟ ସେମି ଫାଇନାଲରେ ବି ରୋମାଞ୍ଚକର ଲଢ଼େଇ । ଜିତିବା ବାଜି ହାରିଗଲା ପାକିସ୍ତାନ । ୫ ଓ୍ୱିକେଟରେ ବିଜୀୟ ସହ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଶେଷ ମୁହୂର୍ତ୍ତରେ କଙ୍ଗାରୁ ବାହିନୀ…

T20 ବିଶ୍ୱକପ୍: ଇଂଲଣ୍ଡକୁ ୫ ଓ୍ୱିକେଟରେ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡକୁ ୫ ଓ୍ୱିକେଟରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି କିଓ୍ୱି ବାହିନୀ । ରୋମାଞ୍ଚକର ମୁକାବିଲାରେ ହାରିବାକୁ ଥିବା ମ୍ୟାଚର ଶେଷ ଓଭରରେ ବାଜି…

T20 ବିଶ୍ୱକପ: ଓ୍ୱାର୍ମଅପ୍ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ଖେଳାଳିଙ୍କ ଉପରେ ନଜର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ…

ୟୁଏଇରେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-୨୦ ବିଶ୍ୱକପରେ ଆସନ୍ତା ୨୪ ତାରିଖରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ୟୁଏଇରେ ଦଳ ସହ ସାମିଲ ହେଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ପ୍ରଥମ ଅଭ୍ୟାସ ମ୍ୟାଚ ପୂର୍ବରୁ ମାହି ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଚଳିତ…

T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୪ରେ ଉଭୟ ଟିମ୍ ମୁହାଁମୁହିଁ ହେବେ । ବିଶ୍ୱକପ୍ ମ୍ୟାଚ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ…