Latest Odisha News

BREAKING NEWS

Browsing Tag

Talcher

ଶୀଘ୍ର ଆରମ୍ଭ ହେବ ତାଳଚେରରେ ନୂଆ ତାପଜ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟ

ଭୁବନେଶ୍ୱର: ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ଚାଲୁ ରଖିବା ପାଇଁ ରାଜ୍ୟ ସରକାର ଏବଂ ଏନଟିପିସି ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠି ଅନୁସାରେ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…

ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ଆରୋହୀ ମୃତ

ତାଳଚେର: ତାଳଚେର ଚାଇଁପାଳ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ମିନି ଟ୍ରକ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ । ସୂଚନାନୁସାରେ, ସେ ଆଜି ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ…

ମ୍ୟାଡାମ ୪୨୦, ତାଳଚେରରେ ଡାକ୍ତରଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ

ତାଳଚେର: ମହଙ୍ଗା ପଡିଲା ଅବସରପ୍ରାପ୍ତ ହୋମିଓ ପାଥିକ ଡାକ୍ତରଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଠକିବା ଘଟଣା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି ତାଳଚେର ଅଂଚଳରେ । ସୂଚନା ଅନୁଯାୟୀ, ଗିରଫ ଯୁବତୀଙ୍କ ନାଁ ଦୀପା ଓରଫ ସୁପ୍ରିୟା ସ୍ୱାଇଁ ।…

ପାରିବାରିକ କଳହରୁ ବାପାକୁ ହତ୍ୟା କଲେ ଦୁଇଝିଅ ଓ ମାଆ

ଅନୁଗୁଳ: ସମଲ ଥାନା ସିଲିଂ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ମା ଓ ଦୁଇ ଝିଅ ମିଶି ବାପାଙ୍କୁ ହତ୍ୟା କରିଛନ୍ତି । ଗାଁର ସୁନନ୍ଦ ପ୍ରଧାନଙ୍କର ଘରେ କୌଣସି କାରଣରୁ ଝଗଡା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କୁ…

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କର ଜନ୍ମ ଦିବସ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ତଥା ଉଚ୍ଚକୋଟୀର ଶିକ୍ଷାବିତ୍ ଭାବେ ପରିଚିତ ସ୍ୱର୍ଗତଃ ମିଶ୍ରଙ୍କର ଆଜିର ଏହି ଜନ୍ମ ଶତବାର୍ଷିକୀରେ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବୁଦ୍ଧିଜୀବୀ…

ତାଳଚେରରେ କାର୍ଯ୍ୟକ୍ଷମ ହେଲା ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ ୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା…

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ…

ତାଳଚେର ମାଟି ଧସିବା ଘଟଣା: ଏମସିଏଲକୁ ଦାୟୀ କଲେ ସ୍ଥାନୀୟ ବିଧାୟକ

ତାଳଚେର: ତାଳଚେର ମାଟି ଧସିବା ଘଟଣାରେ ଗୁରୁବାର ଦିନ ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ମହାନଦୀ କୋଲଫିଲ୍ଡ ଲିମିଟେଡ଼ (ଏମସିଏଲ)କୁ ଦାୟୀ କରିଛନ୍ତି । "ଏମସିଏଲ ଅଧିକାରୀମାନେ ସୁରକ୍ଷାର ପୂର୍ବ ପ୍ରସ୍ତୁତି ବିନା କୋଇଲାଖଣିର ରେଡ଼ ଜୋନ୍ ଘୋଷିତ ହୋଇଥିବା ମାଟିତଳ ସ୍ଥାନରେ…

ତାଳଚେର ମାଟି ଧସିବା ଘଟଣା: ଜଣେ ମୃତ

ଅନୁଗୁଳ: ତାଳଚେର ମାଟି ଧସିବା ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହୋଇଛି ଗୋଟିଏ ମୃତ ଦେହ। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତିରେ ତାଳଚେର ସ୍ଥିତ ଭାରତପୁର କୋଇଲା ଖଣିରେ ହଠାତ ମାଟି ଅତଡାଖସିଥଲା । ଏଥିରେ ପ୍ରାୟ ୧୩ ଜଣ ଶ୍ରମିକଙ୍କ ସମେତ ଅନେକ ଗାଡି ମୋଟର…

ତାଳଚେର କୋଇଲା ଖଣିରେ ଦୁର୍ଘଟଣା, ୧୦ରୁ ଅଧିକ ଶ୍ରମିକ ଆହତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ମାଟି ଅତଡ଼ା ଖସିଯିବା ଫଳରେ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ବିଳମ୍ବିତ ରାତିରେ କୋଇଲା ଖୋଲା କାମ ଚାଲିଥିବା ବେଳେ କୌଣସି କାରଣବଶତଃ ମାଟି ଅତଡ଼ା ଖସିଯାଇଥିଲା । ଫଳରେ ତଳେ କାମ…