Latest Odisha News

BREAKING NEWS

Browsing Tag

Taliban

ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କଲା ତାଲିବାନ, ଗିରଫ ହେଲେ ଗଭର୍ଣ୍ଣର ସଲିମା

କାବୁଲ: ଦିନକ ମଧ୍ୟରେ ତାଲିବାନ ତାଙ୍କ ନୀତିରେ ପରିବର୍ତନ କରିଛି । ମହିଳାଙ୍କୁ ଆବଶ୍ୟକ ମୁତାବକ ସ୍ୱାଧୀନତା ଦିଆଯିବା କହିବା ପରେ ଆଜି ସରକାରୀ ଚ୍ୟାନେଲଗୁଡିକରେ ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କରାଯାଇଛି । ଏପରିକି ଏହା ସ୍ଥାନରେ ତାଲିବାନ ଯୁବକ ଇତି ମଧ୍ୟରେ ଆଙ୍କରିଂ ଆରମ୍ଭ କରି…

ଭାରତରେ ଟ୍ରେନିଂ ନେଉଥିବା ୧୩୦ ଆଫଗାନୀ ଯବାନଙ୍କ ଭବିଷ୍ୟତ ଅନ୍ଧାର ?

କାବୁଲ: ତାଲିବାନଙ୍କ ହାତକୁ କ୍ଷମତା ଚାଲିଯିବା ପରେ ଥରହର ଆଫଗାନିସ୍ତାନ । ଲୋକଙ୍କ ଭିତରେ ଭାଳେଣି ପଡ଼ିଛି, ତାଲିବାନୀଙ୍କ ବର୍ବରତା ଭିତରେ କେମିତି ରହିବେ ସେଠାରେ । ତାଲିବାନୀ ରାଜ ପରେ ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ସେମାନେ…

ତାଲିବାନକୁ ବ୍ୟାନ୍‌ କଲା ଫେସ୍‌ବୁକ୍‌

କାବୁଲ: ଆଫଗାନିସ୍ତାନ ଉପରେ ଏବେ ତାଲିବାନର ରାଜ୍‌। ଏଭଳି ଏକ ସଙ୍କଟ ସମୟରେ ତାଲିବାନ ସରକାରକୁ କେତେକ ଦେଶ ସ୍ବୀକୃତି ଦେଇନଥିବା ବେଳେ କିଛି ତାଲିବାନ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରଖିବା କଥା ଖୋଲାଖୋଲି ଭାବେ କହିସାରିଛନ୍ତି। ଫେସ୍‌ବୁକ୍‌ ମଙ୍ଗଳବାର ତାଲିବାନ ଉପରେ ପ୍ରତିବନ୍ଧକ…

କାବୁଲରେ ବନ୍ଦ ହେଲା ଭାରତୀୟ ଦୂତାବସ, ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମଙ୍ଗଳବାର କାବୁଲରେ ଥିବା ଦୂତାବସକୁ ବନ୍ଦ କରିବା ସହ ଅଧିକାରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଆମେରିକା ସୈନିକଙ୍କ ସୁରକ୍ଷା ମଧ୍ୟରେ…

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ…

ଆଫ୍‌ଗାନିସ୍ତାନରେ ତାଲିବାନୀଙ୍କ ରାଜୁତି; ବଦଳିବ ଦେଶର ନାଁ

ନୂଆଦିଲ୍ଲୀ: ତାଲିବାନ ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ଭିତରେ ତାଲିବାନ ଯୁଦ୍ଧବିମାନର ଏକ ବଡ଼ ଦଳ ଦେଖିବାକୁ ମିଳିଥିଲା।…

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନ ହାତକୁ ଯାଇଛି ଶାସନ । ତାଲିବାନୀ ଗୋଟିଏ ପରେ ଗୋଟିଏ ସହର ନିଜ କବଜାରେ କରି କାବୁଲ ଦଖଲ କରିବା ପରେ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସ୍ରଫ ଘନି । ଏହାପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଗତକାଲି ରାଷ୍ଟ୍ରପତି ଭବନ…

ତାଲିବାନ ଦଖଲରେ ଆଫଗାନର ଦ୍ୱିତୀୟ ବଡ଼ ସହର କାନ୍ଦାହାର

କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କରାଜ ଜାରି ରହିଛି । ନିଜ ଆଧିପତ୍ୟ ବଢ଼ାଇ ଚାଲିଛି । ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଦେଶର ଦ୍ୱିତୀୟ ବୃହତ ସହର କାନ୍ଦାହାରକୁ ଏବେ ଦଖଲ କରିଛି । କାନ୍ଦାହାରକୁ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆରକୁ…

ତାଲିବାନ ସହ ବୁଝାମଣା ପାଇଁ ଆଫଗାନିସ୍ତାନ ସରକାର ପ୍ରସ୍ତୁତ!

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଧିରେ ଧିରେ କବଜା କରିବାକୁ ବସିଲାଣି । ରାଜଧାନୀ କାବୁଲଠାରୁ ତାଲିବାନ ସେନା ମାତ୍ର ୧୫୦ କିମି ଦୂରରେ ରହିଛି । ଏହି ଅବସରରେ ତାଲିବାନ ଆଗରେ ପ୍ରଥମ ଥର ପାଇଁ ଆଫଗାନ ସରକାର ନରମ ପଡିଛି । ହିଂସା ପରିତ୍ୟାଗ କରି ମିଳିତ ସରକାର ଗଠନ କରିବା ପାଇଁ ପ୍ରସ୍ତାବ…

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ…