Latest Odisha News

BREAKING NEWS

Browsing Tag

Tension

ଓଡ଼ିଶାର ଛତିଶଗଡ଼ ଟେନସନ୍; ପାଣି ଛାଡ଼ିବ ହେଲେ ଆଲୋଚନା ପାଇଁ ଦେଉନି ସମୟ

ଭୁବନେଶ୍ୱର: ଖରା ଦିନେ ପାଣି ରୋକୁଛି, ବର୍ଷା ହେଲେ ମନଇଚ୍ଛା ଛାଡ଼ି ଦେଉଛି । ମନମାନି ଚଳାଇଛି ଛତିଶଗଡ଼ । ଆଲୋଚନା ପାଇଁ ଚିଠି ଲେଖାଯାଇଥିଲେ ବି ଛତିଶଗଡ଼ ପକ୍ଷରୁ ଉତ୍ତର ମିଳୁନି । ମୌସୁମୀ ବର୍ଷା ଆରମ୍ଭ ପରେ ଗୋଟିଏ ଗୋଟିଏ ବ୍ୟାରେଜ୍ ଗେଟ୍ ଖୋଲିବାରେ ଲାଗିଛି ଛତିଶଗଡ଼ । ଆଉ ଛତିଶଗଡ଼ର…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ କୋଭିଡ୍ ହସ୍ପିଟାଲରେ ଭଙ୍ଗାରୁଜା, ୨ ଅଟକ

ନବରଙ୍ଗପୁର: କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଲା କୋଭିଡ୍ ହସ୍ପିଟାଲ୍ । ନବରଙ୍ଗପୁର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଶନିବାର ସେକ୍ ରେହମାନା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ କିଛିଦିନ ହେଲା ଚିକିତ୍ସତି…

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି…

ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, କ୍ୟାମ୍ପସରେ ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତେଜନା । ଗୋପବନ୍ଧୁ ହଷ୍ଟେଲରେ ବିଭିନ୍ନ ସମସ୍ୟା ପ୍ରତିବାଦରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦରେ ଛାତ୍ରମାନେ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହଷ୍ଟେଲରେ ଥିବା କିଛି ସମସ୍ୟାର…

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ…

ପୁରୀ ପେଣ୍ଠକଟାରେ ଉତ୍ତେଜନା: କରୋନା ରିିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି

ପୁରୀ: ପୁରୀ ପେଣ୍ଠକଟାରେ ଉତ୍ତେଜନା । କରୋନା ଟେଷ୍ଟକୁ ନେଇ ଲୋକଙ୍କ ପ୍ରବଳ ବିରୋଧ । କରୋନା ନମୂନା ପରୀକ୍ଷା ରିପୋର୍ଟ ଦେଖିବାକୁ ଅଡି ବସିଛନ୍ତି ଲୋକେ । ରିପୋର୍ଟ ନଦେଖିବା ଯାଏଁ ହସ୍ପିଟାଲ ଯିବୁନି ବୋଲି କହିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ସ୍ଥାନିଅ ଅଂଚଳର କିଛି ଲୋକଙ୍କୁ ଲକ୍ଷଣ…