Latest Odisha News

BREAKING NEWS

Browsing Tag

Test Series

ଶତକୀୟ ଇନିଂସ ସହ ପ୍ରଥମ ଦିନରେ ୩ଟି ବଡ଼ ରେକର୍ଡ କଲେ ବ୍ୟାଟର ଜୟସ୍ୱାଲ

ବିଶାଖାପାଟନମ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ…

ଆଜି ଠାରୁ ହାଇଦ୍ରାବାଦ ଟେଷ୍ଟ, ଘରୋଇ ଦଳର ଏଭଳି ରହିଛି ରେକର୍ଡ

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ। ୬ ବର୍ଷ ପରେ ହାଇଦ୍ରାବାଦରେ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୮ରେ…

୧୧୬ ଦିନ ପରେ କ୍ରିକେଟ ମ୍ୟାଚ୍, ପଡ଼ିଲା ମାତ୍ର ୧୦୬ଟି ବଲ୍

ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସହ ୧୧୬ ଦିନ ପରେ କ୍ରିକେଟ ଫେରିଛି । କରୋନା ମହାମାରୀ ଯୋଗୁ ୧୩ ମାର୍ଚ୍ଚ ପରଠୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନରେ ବ୍ରେକ ଲାଗିଥିଲା । ଏତେ ଦିନ ପରେ କ୍ରିକେଟ ମ୍ୟାଚ ଦେଖିବାକୁ ଉତ୍ସାହକୁ ପାଣିଚିଆ କରିଦେଲା ବର୍ଷା ।…