Latest Odisha News

BREAKING NEWS

Browsing Tag

translated odia poem

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ଆକାଶରେ ମେଘର ପ୍ରବଳ ଗର୍ଜନ ଓ ବାଣ ଫୁଟିବା ପରି ଶବ୍ଦରେ କାଲିଥିଲା ତୁମର ଜନ୍ମଦିନ । ଘର ଭିତରକୁ ବର୍ଷାର ଛିଟା ଆସୁଥିଲେ ବି, ଝରକା ବନ୍ଦ କରିନି ଆଲୁଅ ଲିଭି ଯାଇଥିବା ଅନ୍ଧାରରେ ରହି ରହି ବିଦ୍ୟୁତର ଝଲକରେ ମୁଁ ଦେଖି ପାରୁଥିଲି ତୁମର…

ଅନୁବାଦ କବିତା : ଧଳା ମେଘର ଛାଇ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ ଅନେକ ରକ୍ତାକ୍ତ ହୃଦୟ ପରି ଆଜିବି ଶୁଖିଲା ପବନରେ ଲୋହିତ ବାସ୍ନାର ମହକ । ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ ପଛରେ ଧାଇଁ ଧାଇଁ ଦିନେ ଆସି ନଦୀ ତଟରେ ମନ୍ତ୍ରମୁଗ୍ଧ…

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…

ଅନୁବାଦ କବିତା : ଏଇ ଶୀତରେ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ ମୁଁ ଯଦି ମରିପାରନ୍ତି ଏଇ ଶୀତରେ ଗଛ ଯେମିତି ଶୁଖିଯାଏ ସାପ ଯେମିତି ଗାତରେ ପଶି ରହେ ଏଇ ଦୀର୍ଘ ଶୀତ ସମୟରେ। ଶୀତ ଚାଲିଗଲେ ଗଛ ନୂଆ ହୋଇ ଗଜରେ ଚେରରୁ ଉର୍ଦ୍ଧ୍ଵକୁ ଉଠେ ତରୁଣ ଜୀବନ ରସ ଚିତ୍କଣ ସବୁଜ ଡାଳ ପତ୍ରରେ ଅଜସ୍ର ଉଦ୍ଧତ ଫୁଲର ହସ।…

ଅନୁବାଦ କବିତା : କବିତାକୁ

ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ କେତେବେଳେ ଯେ ତୁମେ ଆସ ପାଖକୁ ଆସି ନିରୋଳାରେ ବସ ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର, ବ୍ୟାକରଣକୁ ଦୂରେଇ ଦେଇ ଗୀତ ଗାଇଯାଅ, ହଠାତ୍ ପୁଣି ହାୱାରେ ମିଳେଇ ଯାଅ ଜାଣିପାରେ ନାହିଁ। ଭୋର୍ ସକାଳରେ ଝରକା ପାଖକୁ ଯାଇ ଜନହୀନ ଗଳିର ରୂପରେ…

ଅନୁବାଦ କବିତା : ଦିନ ଶେଷରେ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ପଶ୍ଚିମର ଆକାଶରେ ରକ୍ତ ଗଙ୍ଗା ବୁହାଇ ଦେଇ କୌଣସି ଦୁର୍ଦ୍ଧଶ ଡକାୟତ ପରି ରାସ୍ତାରେ ଯାଉଥିବା ମଣିଷମାନଙ୍କୁ ନାଲି ଆଖି ଦେଖାଇ ଦେଖାଇ ନିଜ ବସାକୁ ଫେରିଗଲା ସୂର୍ଯ୍ୟ । ତାର କିଛି ସମୟ ପରେ ସର ଜମିନ୍ ତଦନ୍ତ କରି ସାରି ଦିନକୁ ରାତି…

ଅନୁବାଦ କବିତା : କ୍ଳାନ୍ତ ଇତିହାସ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହା ସମସ୍ତେ ଯେଉଁ ପଥ ଦେଇ ଫେରୁଛନ୍ତି ମୁଁ ସେଇ ରାସ୍ତା ଦେଇ ଫେରିବିନି ପତନର କରୁଣ ସଙ୍ଗୀତ ଶୁଣି ଶୁଣି ବରଷାରେ ଗୋଟାପଣେ ଭିଜି ଭିଜି ମୋର ଏଇ ଭଙ୍ଗା ନୌକା ଫେରିଯିବ ଜନ୍ମର ବିଶ୍ୱାସେ। କଣ ନେବି ମୁଁ ସାଙ୍ଗରେ ? ବିଳାସୀ ନଗରୀରୁ ଉଗ୍ର…

ଅନୁବାଦ କବିତା : ଏଥର କବିତା ଲେଖି

ମୂଳ ରଚନା : ସୁନୀଲ ଗଙ୍ଗୋପାଧ୍ୟାୟ  ଏଥର କବିତା ଲେଖି ମୁଁ ଏକ ରାଜ ପ୍ରସାଦ ବନେଇବି, ମୋର ଇଚ୍ଛା ଏଥର କବିତା ଲେଖି ମୁଁ ଏକ ପୋଣ୍ଟିୟାକ କାର ଚଢ଼ିବି ମୁଁ ଠିକ ରାଷ୍ଟ୍ରପତି ନହେଲେ ବି ତିନି ପାଦ ଭୂମି ପାଇଁ ପାଦ ଟେକି ରଖିବି। ମେଷ ପାଳକର ଗୀତରେ ଏ ପୃଥିବୀ ଋଣୀ ବହୁଦିନ…

 ଅନୁବାଦ କବିତା : ଘୋଡ଼ା ସବାରର ଗୀତ

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା କର୍ଡୋବା ଏକାକୀ ଓ ସୁଦୂର ଛୋଟ କଳା ଘୋଡ଼ା ବିଶାଳ ଜହ୍ନ ଅଲିଭ କୋଳିରେ ଭରା ମୋର ଥଳି। ରାସ୍ତା ମତେ ଜଣାଅଛି କର୍ଡୋବାରେ ତଥାପି ବି ମୁଁ କେବେ ପହଞ୍ଚିବିନି ପବନକୁ ଚିରି , ସମତଳ ଭୂଇଁ ଡେଇଁ ମୋର ଏଇ କଳା ଘୋଡ଼ା ନାଲି ଜହ୍ନ,…