Latest Odisha News
Browsing Tag

translated odia poem

ଅନୁବାଦ କବିତା : ତୁମର ଦୁଇହାତ

ମୂଳ ବାଂଲା: ମହାଦେବ ସାହା ତୁମର ଦୁଇହାତ ଖୋଲି କେବେ ହେଲେ ଦେଖିନାହିଁ ସେଇଠି ଯେ ଫୁଟିଅଛି ପୃଥିବୀର ସବୁଠାରୁ ସୁନ୍ଦର ଗୋଲାପ ତୁମ ଦୁଇହାତ ଖୋଲି କେବେ ଦେଖିନାହିଁ ସେଠାରେ ରହିଛି ଲେଖା ହୃଦୟର ଅନ୍ତରଙ୍ଗ କବିତାର ଅଂଶ। ଫୁଲକୁ ମୁଁ ଭଲପାଏ ବୋଲି ବୃଥାସିନା କରେ ଅହଙ୍କାର।…

ଅନୁବାଦ କବିତା : ଶ୍ୟାମସୁ୍ର ରାହମାନ

ମୂଳ ବଙ୍ଗଳା: ଶ୍ୟାମସୁ୍ର ରାହମାନ ଆଚ୍ଛା, ଆପଣମାନଙ୍କ ଭିତରୁ କେହି କହି ପାରିବେ କି ଏଇ ମୁହୂର୍ତ୍ତରେ କେଉଁଠିକି ଗଲେ ମୁଁ ଟିକେ ଶାନ୍ତି ପାଇବି? କିଛି ସମୟ ପରେ ଶୋଇ ପଡିବି? ନିଦ ହୋଇଗଲେ ଶାନ୍ତିର ସ୍ବପ୍ନରେ କଟିଯିବ ସାରାରାତି ଏମିତି କ'ଣ ଆଶା କରିବା ବୃଥା? କାହିଁକି ମୋତେ…

ଅନୁବାଦ କବିତା : ପାଣ୍ଡୁଲିପି

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ ଅଜୀର୍ଣ୍ଣ ରୋଗ ଯୋଗୁଁ କ୍ଷୀଣ ତନୁ ନିଜ ଲାଭର ଅଙ୍କ କଷାରେ ମଗଜ ଭରପୁର ମୁଣ୍ଡରେ ଥିବା ଅଳ୍ପବାଳ ତେଲ ଚିକିଟା, ଚକଚକିଆ, ଧୂର୍ତ୍ତ ଆଖି ଦୁଇଟି ଲୋଭ ଓ ଲାଳସା ରେ ହଳଦିଆ। ସେ ତାର ତେଲିଆ ଝାଳୁଆ ଆଙ୍ଗୁଳି ଦେଇ ଏପଟ ସେପଟ କରି ଲେଉଟାଉଛି ମୋର…

ଅନୁବାଦ କବିତା : ମୋର ଛାଇ

ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ  ମୁହଁରେ ନିଆଁ ଲଗାଇ ନଡ଼ିଆ କତାର ରସିଟିଏ ଦୋକାନ ବାଡ଼ରେ ଝୁଲୁଥିଲା, ସିଗାରେଟ୍ ଲଗାଇବାକୁ ଯାଇ କାନ୍ଥ ଉପରେ ନଜର ପଡିଲା ମୋର ଠିକ୍ ମୋ ପାଖରେ ଛିଡା ହୋଇ ମୋତେ ଅବିକଳ ନକଲ କରୁଛି ମୋର ଛାଇ। ମୁଣ୍ଡରେ ମୋ ଭଳି ଚଢ଼େଇବସା ପରି ବାଳ…

ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ  ଶିଶିର ଭିଜା ଘାସ ଉପରେ ତୁମର ଚମ୍ପା ରଙ୍ଗର ପାଦ ତୁମ ଆଖିରେ ଆଖି ମିଳାଇଛି ସଦ୍ୟ ଫୁଟା ଦୁଇ ଫୁଲ ସେଇ ମୁହୂର୍ତ୍ତରେ ନୀରା ତୁମେ ବୁଝିପାରିଲନି ଫୁଲକୁ ଛାଡ଼ି କହୁଛି ଭ୍ରମର କିଶୋରୀକୁ ଛୁଇଁବାର ଅଭିଳାଷ ତାର। ଯୁବତୀ ଥିଲ, କେଉଁ…

ଅନୁବାଦ କବିତା : ନିର୍ଝରର ସ୍ୱପ୍ନଭଙ୍ଗ

ମୂଳ ବଙ୍ଗଳା : ବିଷ୍ଣୁ ଦେ  ମୁଁ ଜାଣିଛି ତୁମ ପାଖରୁ ମୋର ମୁକ୍ତି ନାହିଁ ତେବେ ବି ତୁମ ଦ୍ଵାରକୁ ବାରମ୍ବାର ଯିବା ଓ ଆସିବା ଆତ୍ମୀୟ ନୁହଁ ସମାଜର ମାନଦଣ୍ଡରେ, ଆଇନ କାନୁନରେ ସମ୍ପର୍କଟା ଆମ କେବେ ହେଲେ ହୋଇ ନାହିଁ ବନ୍ଧା। ତୁମ ପାଖରେ ମୋର ସ୍ଵର୍ଗ ତ ନାହିଁ। ମର୍ତ୍ତ୍ୟଜୀବି…

ଅନୁବାଦ କବିତା : ସାହସ

ମୂଳ ବାଂଲା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଜଳିଉଠ ଭୟାତୁର ମଣିଷମାନେ ଆଜି ତାର ଖୁବ ପ୍ରୟୋଜନ ଜଳି ଉଠ ଗଛ, ଗ୍ରାମ ଜନପଦ ସହର, ଶ୍ରମିକ ଅବରୁଦ୍ଧ ଲୋକାଳୟମାନ । ଜୀବନ ଆଜି ବ୍ୟଥିତ ଆମ ସାମ୍ନାରେ ହତ୍ୟା ଓ ସନ୍ତ୍ରାସ ହୋଇଅଛି ଛିଡ଼ା ଖୁବ୍ ଦୁଃସମୟ ଆଜି ଇଟାର କାନ୍ଥରେ…

ଅନୁବାଦ କବିତା : ମୁଁ ଚିନ୍ତିତ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଦ୍ରୁତ ଗତିରେ ଚାଲିଛି ବସ ତା ପଛରେ ଛୁଟି ଚାଲିଛନ୍ତି ମଣିଷ ପିଲାଙ୍କୁ ସମ୍ଭାଳୁ ସମ୍ଭାଳୁ ସ୍ତ୍ରୀଲୋକ ସଡ଼କରେ ଏତେ ଧୂଳି ଉଡୁଛି ଯେ ମତେ କିଛି ଦେଖା ଯାଉ ନାହିଁ ମୁଁ ଚିନ୍ତା କରି ଚାଲିଛି। ମୁରବୀମାନେ ଚିନ୍ତା କଲାବେଳେ ଆଖି ବନ୍ଦ…

ଅନୁବାଦ କବିତା : ତୁମ ପାଇଁ

ମୂଳ ବାଂଲା : ମହାଦେବ ସାହା  ତୁମ ପାଇଁ ମୁଁ ଜିତିଛି ଏକ ଯୁଦ୍ଧ ଜିତିଛି ଗୋଟିଏ ଦେଶର ସ୍ଵାଧୀନତା ତୁମ ହସ, ତୁମ ମୁହଁର ସବୁ କଥା ସେଇ ନିର୍ଜନ ଦୂର ବିଦେଶରେ ସେମାନେ ଥିଲେ ମୋର ସହଚର ଥିଲା କେତେ ନିବିଡ଼ତା । ଅସ୍ତ୍ର ବା ଯୁଦ୍ଧ ଜାହାଜ ଏସବୁ କିଛି ନଥିଲା ମୋ ହାତରେ କେବଳ…