Latest Odisha News
Browsing Tag

Tribal

ଆଦିମ ଆଦିବାସୀଙ୍କ ଲାଗୁ ହୋଇଥିବା ଯୋଜନାର ତଦାରଖ ପାଇଁ ୧୫ ଜଣିଆ କମିଟି

ଭୁବନେଶ୍ୱର: ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବେ ଆଦିମ ଆଦିବାସୀ । ଆଦିବାସୀ ଅଞ୍ଚଳରେ ସେମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ଲାଭ ମିଳିବ । ଏଥିପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ…

ଜୋର୍ ଧରିଲା ସରନା କୋଡ୍ ଦାବି, ରାଞ୍ଚିରେ ଗର୍ଜିଲେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ

ରାଞ୍ଚି: ଭାରତରେ ସରନା ଧର୍ମକୁ ମାନୁଥିବା ଆଦିବାସୀମାନେ ନିଜକୁ ଏକ ନୂଆ ଧାର୍ମିକ ସମୂହର ମାନ୍ୟତା ଦାବି କରି ଦେଶବ୍ୟାପୀ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବାରେ ଲାଗିଛନ୍ତି । ସେମାନଙ୍କ ଅଭିଯୋଗ ସମସ୍ତଙ୍କ ପାଇଁ କୋଡ୍ ଅଛି କିନ୍ତୁ ଆଦିବାସୀଙ୍କ ପାଇଁ କୌଣସି କୋଡ୍ ନାହିଁ । ଏହି କ୍ରମରେ…

ପାଦରେ ଚପଲ ପିନ୍ଧନ୍ତିନି ଏହି ଆଦିବାସୀ, ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଆସିଛି ଡାକରା

ନୂଆପଡ଼ା (ଦେବାନନ୍ଦ ତାଣ୍ଡି) : ଗଣତନ୍ତ୍ର ଦିବସ ପରେଡର ଅତିଥି ହେବେ ଚକଟିଆ ଭୁଞ୍ଜିଆ ଦମ୍ପତି । ଜାନୁଆରୀ ୨୬ରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ହେବେ ନୂଆପଡା ଜିଲ୍ଲାର ଆଦିବାସୀ ଦମ୍ପତି । ଏଥିଲାଗି ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀଙ୍କୁ…

ସୀମାନ୍ତରେ ଚାଲିଛି ଧର୍ମାନ୍ତରୀକରଣ, ଗଣ୍ଡଗୋଳ ରୋକିବାକୁ ଯାଇ ଫାଟିଲା ଏସ୍ପିଙ୍କ ମୁଣ୍ଡ

ମାଲକାନଗିରି: ଓଡ଼ିଶା ସୀମାନ୍ତରେ ବେଧଡ଼କ ଚାଲିଛି ଧର୍ମାନ୍ତରୀକରଣ। ଆଦିବାସୀଙ୍କୁ ଭୟଭୀତ ଓ ପ୍ରଲୋଭିତ କରି ଖ୍ରୀଷ୍ଟ ଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହେଉଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁରର ଜିଲ୍ଲାର ବାରଖାପରା ଅଞ୍ଚଳରେ ଧର୍ମାନ୍ତରୀକରଣ ବେଳେ ଗଣ୍ଡଗୋଳ ହୋଇଥିବା…

[ଦେଖନ୍ତୁ ଭିଡିଓ] ଆଦିବାସୀଙ୍କ ନିଆରା ବିଶ୍ୱାସର ପର୍ବ ଜନା ସରଣୀ ପୂଜା

ରାୟଗଡ଼ା: ଏଠି ବିଶ୍ୱାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ବିଶ୍ୱାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଥିପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିୟାରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ…

ଆମ ସମାଜ-ବିକାଶରେ ଆଦିବାସୀ-ଅବଦାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତରେ ଓଡ଼ିଶା ହେଉଛି ସର୍ବାଧିକ ଆଦିବାସୀ-ଅଧ୍ୟୁଷିତ ପ୍ରଦେଶ । ୬୨ ସଂଖ୍ୟକ ଆଦିବାସୀ ବା ଆଦିମ ଜନଜାତି ଓଡ଼ିଶାରେ ବସବାସ କରୁଛନ୍ତି - ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ଶତାଂଶ ହେବେ ଏମାନେ । ଦକ୍ଷିଣ-ପଶ୍ଚିମ ଓଡ଼ିଶା ବିଶେଷ କରି…