Latest Odisha News

BREAKING NEWS

Browsing Tag

ukraine

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ୟୁକ୍ରେନ ଯାଇ ଜେଲେନସ୍କିଙ୍କୁ ଭେଟିଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଭୁବନେଶ୍ୱର: ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଜନସନଙ୍କ ଏହି ଗସ୍ତ ଅଚାନକ ଥିଲା ବୋଲି ଜଣାପଡ଼ିଛି । ବ୍ରିିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ । ଲଣ୍ଡନରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କାର୍ଯ୍ୟାଳୟ…

ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ, ଭାରତ ଦେଲାନି ଭୋଟ୍

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ । ଜେନେରାଲ ଆସେମ୍ବ୍ଲି ଋଷିଆ ବିପକ୍ଷରେ ଭୋଟ ଦେଇ ବିଦା କରିଛି । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଜାତିସଂଘରେ ଋଷିଆକୁ ମାନବାଧିକାର ପରିଷଦକୁ ନିଲମ୍ବନ କରିବା ପାଇଁ ହୋଇଥିଲା ଭୋଟ୍ । ୯୩ଟି ଦେଶ ଋଷିଆ ବିପକ୍ଷରେ ଭୋଟ୍…

ଜାତିସଂଘ ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବାକୁ ଜରୁରୀ ବୈଠକ

ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ବସିଛି ଜରୁରୀ ବୈଠକ । ଜାତିସଂଘ ମାନବାଧିକାର ପରିଷଦର ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଋଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଏହି ବୈଠକ ବସିଥିବା ଜଣାପଡ଼ିଛି । ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବା ପାଇଁ ଏହି ଜରୁରୀ ବୈଠକ ବସିଛି । ଯାହା ଭୋଟ…

ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କଲେ ଋଷିୟ ସୈନିକ, ଲାଗିଲା ଦେଶଦ୍ରୋହ କଳଙ୍କ

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ଚକିତକର ଖବର । ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କରିବାରୁ ଋଷିୟ ସୈନିକଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ସମେତ ଦେଶଦ୍ରୋହର ଆଖ୍ୟା । ପଢି ବିଶ୍ୱାସ କରିବାକୁ ଅଜବ ଲାଗୁଥିଲେ ବି ପାଖାପାଖି ୬୦ ଜଣ ଋଷିୟ ପାରାଟ୍ରୁପର୍ସଙ୍କ…

[ଭିଡିଓ] ୟୁକ୍ରେନ୍ ଅଙ୍ଗରକ୍ଷୀକୁ ସହାୟତା କଲେ ଟଲିଉଡ୍ ସୁପରଷ୍ଟାର୍ ରାମ ଚରଣ

ଭୁବନେଶ୍ୱର: ଋଷିଆର ଆକ୍ରମଣ ପରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ୟୁକ୍ରେନ୍ ବାସିନ୍ଦା । ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ୟୁକ୍ରେନ୍‌ରେ ଫଶି ରହିଥିବା ଲୋକଙ୍କୁ ସହାୟତା କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ତେବେ ଏହି ଧାରାରେ ଟଲିଉଡ୍ ସୁପରଷ୍ଟାର୍ ରାମଚରଣଙ୍କ ନାଁ ମଧ୍ୟ ସାମ୍ନାକୁ…

ୟୁକ୍ରେନ ସହ ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି

କିଭ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କୁ ପୁଟିନ ଏପରି କହିଥିବା ସୂଚନା ରହିଛି । ଉଭୟ ଦେଶର ମୁଖିଆ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କୁ…

ଅଧାରେ ଅଟକିଛି ନିଃଶ୍ୱାସ: ସ୍ୱାମୀ ୟେମେନରେ ବନ୍ଦୀ, ସ୍ତ୍ରୀ ୟୁକ୍ରେନରେ ବଙ୍କରରେ ଲୁଚିଛି

ଭୁବନେଶ୍ୱର: ଅପ୍ରତ୍ୟଶିତ ସମୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ମହାମାରୀ, ପ୍ରାକୃତିକ ଦୁର୍ବିପାକ, ଆତଙ୍କବାଦ ଓ ଯୁଦ୍ଧ ଭଳି ସ୍ଥିତି ମଣିଷ ଜାତିର ସରଳ ଜୀବନକୁ ଜଟିଳ କରିଦେଇଛି । ଏହି ଧାରାରେ ଭାରତର ଏକ ଦମ୍ପତ୍ତି ଏମିତି ଏକ ସମସ୍ୟା ସହ ଜୁଝୁଛନ୍ତି, ଯାହାର ସମାଧାନ ବୋଧ ହୁଏ କାହାରି…