Latest Odisha News

BREAKING NEWS

Browsing Tag

UP Politics

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିପାଇଁ…

ଘୋଷିରେ ହରାଇବା ପରେ ବିଜେପିକୁ ଅଖିଲେଶଙ୍କ ଜି ୨୦ ତୀର!

ଭୁବନେଶ୍ୱର: ଜି ଟ୍ୱେଣ୍ଟି ଶିଖର ସମ୍ମିଳନୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଛି। ସେଥିରେ ଏନଡିଏ ବିରୋଧରେ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଚାରୋଟି ସିଟ ଜିତିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ…

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ…

ଯୋଗୀଙ୍କୁ ମାତ ଦେବାକୁ ଏକାଠି ହେବେ ହାତୀ ହାତ!

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ନେଇ ଏବେ ରାଜନୈତିକ ଅଙ୍କକଷା ଅଧିକ ଦେଖିବାକୁ ମିଳୁଛି। ୟୁପିର ରାଜନୈତିକ ଚିତ୍ର କଣ ହେବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ୟୁପିରେ ବିଜେପିକୁ ଚେକ ଦେବା ପାଇଁ ସମାଜବାଦୀ ପାର୍ଟି ଶକ୍ତି ସାଉଁଟୁ ଥିବା ବେଳେ କଂଗ୍ରେସ ମଧ୍ୟ ଭିନ୍ନ କିଛି…

‘ୟୁପି ରାଜନୀତି’, କଂଗ୍ରେସକୁ ଫଲୋ କରୁଛି ସମାଜବାଦୀ ପାର୍ଟି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି। ଦଳକୁ ନିର୍ବାଚନରେ ସଫଳ କରିବା ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ପନ୍ଥା ଆପଣାଇବ ବୋଲି କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କିତ…

‘ୟୁପି ରାଜନୀତି’, ବିଜେପି ସହ ଲଢୁଛି ବିଜେପି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ସଂସଦଠୁ ଆରମ୍ଭ କରି ବିଧାନସଭା ଓ ତୃଣମୂଳ ସ୍ତରର ନିର୍ବାଚନରେ ବିଜେପି ଅତି ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପରାଧୀ ଦମନ ମଡେଲକୁ ନେଇ ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚା ହେଉଛି।…

ଚର୍ଚ୍ଚାରେ ଯୋଗୀଙ୍କ ଦମନ ଷ୍ଟ୍ରାଟେଜି !

ଭୁବନେଶ୍ୱର: ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଅପରାଧି ଦମନ ମଡେଲ ଏବେ ସବୁଆଡେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଯେତେ ସମାଲୋଚନା ହେଲେ ବି ଯୋଗୀ ଏହି ମଡେଲକୁ ବିଶ୍ୱାସ କରୁଥିବା କୁହାଯାଉଛି। ଉତ୍ତରପ୍ରଦେଶ ମାଫିଆ ମୁକ୍ତ ହୋଇଥିବା କହିଛନ୍ତି ଆଦିତ୍ୟନାଥ। କାଲି ଯେଉଁମାନଙ୍କ ପାଇଁ…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…

ଅଖିଳେଶଙ୍କୁ ଝଟକା ଦେବେ ଓପି ରାଜଭର !

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ଏକ ବଡ଼ ରାଜନୀତିକ ଓଲଟ ପାଲଟ ହୋଇପାରେ। ୟୁପିର ବିଭିନ୍ନ ମିଡିଆ ଆକଳନ କରୁଛନ୍ତି ଯେ ୟୁପିର ଓପି ରାଜଭାରଙ୍କ ଦଳ ସୁହେଲଦେବ ଭାରତୀୟ ସମାଦ ପାର୍ଟି ଯୋଗୀ କ୍ୟାବିନେଟରେ ସାମିଲ ହେବ । ପୂର୍ବ ଯୋଗୀ ସରକାରରେ ଏହି ଦଳ…