Latest Odisha News

BREAKING NEWS

Browsing Tag

US President

ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ୱାଶିଂଟନ୍ ଆଶାବାଦୀ

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଇଡେନ୍‌ ତାଙ୍କର ଭାରତ ଗସ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ…

ରୁଷରୁ ଗ୍ୟାସ୍ ଓ ତେଲ ଆମଦାନୀ ବ୍ୟାନ୍ କଲା ଆମେରିକା

ୱାଶିଂଟନ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ଦେଶ ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷରୁ ତୈଳ ଓ ଗ୍ୟାସ୍ ଆମଦାନୀ କରିବ ନାହିଁ ଆମେରିକା । ତୈଳ ଓ ଗ୍ୟାସ ଆମଦାନୀ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି…

୩୬ ଘଣ୍ଟାରେ କାବୁଲ ଏୟାରପୋର୍ଟରେ ହୋଇପାରେ ଆତଙ୍କୀ ହମଲା, ସତର୍କ କରାଇଲେ ବାଇଡେନ୍

କାବୁଲ: ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ସରି ସରି ଆସୁଛି । ଆଉ ଦୁଇ ଦିନ ପରେ କାବୁଲରୁ ଫେରିଯିବେ ଆମେରିକା ସୈନ୍ୟ । ତାପୂର୍ବରୁ କାବୁଲ ଏୟାରପୋର୍ଟରେ ପୁଣି ଥରେ ଆତଙ୍କବାଦୀ ହମଲା ହୋଇପାରେ । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ହମଲା ଆଶଙ୍କା ରହିଛି । ସୁରକ୍ଷା ସ୍ଥିତିର ଯାଞ୍ଚ ପରେ…

ତାଲିବାନୀଙ୍କୁ ବାଇଡେନଙ୍କ ଚେତାବନୀ, ଫସିଥିବା ଲୋକଙ୍କୁ ଆଶ୍ୱାସନା

ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛନ୍ତି । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା ।…

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଙ୍କ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟୀ ହୋଇଛନ୍ତି ୭୭ ବର୍ଷୀୟ…

ଆମେରିକାରେ ବାଇଡେନ୍‌ ରାଜ୍‌; ୫ ଲକ୍ଷ ଭାରତୀୟଙ୍କୁ ମିଳିବ ଆମେରିକୀୟ ନାଗରିକତ୍ୱ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିବା ଜୋ ବାଇଡେନ୍‌ ୧୦ ମିଲିୟନରୁ ଅଧିକ ପ୍ରବାସୀଙ୍କୁ ଆମେରିକୀୟ ନାଗରିକତ୍ୱ ଦେବାକୁ ଯାଉଛନ୍ତି। ବାଇଡେନ୍‌ ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ପ୍ରଦାନ ଦିଗରେ ଏକ ରୋଡମ୍ୟାପ ସୃଷ୍ଟି କରିବାକୁ…

ଆମେରିକାବାସୀଙ୍କୁ ବାଇଡେନଙ୍କ ପ୍ରତିଶ୍ରୁତି: ସମାଜକୁ ଭାଙ୍ଗିବି ନାହିଁ, ଯୋଡିବି

ଓ୍ୱାଶିଂଟନ୍: ମିଶନ ହ୍ୱାଇଟ ହାଉସ୍ ସସପେନ୍ସ ସରିଛି । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ବିଜୟୀ ହୋଇଛନ୍ତି ଜୋ ବିଜେଡ୍ । ନିର୍ବାଚନ ଜିତିବା ପରେ ଆମେରିକାବାସୀଙ୍କୁ ଆଜି ସମ୍ୱାଧିତ କରିଛନ୍ତି । ବାଇଡେନ୍ କହିଛନ୍ତି, ଦେଶବାସୀଙ୍କୁ ତାଙ୍କୁ ସ୍ପଷ୍ଟ ବହୁମତ ଦେଇଛନ୍ତି । ଏହା ପୁରା…

ହସ୍ପିଟାଲରୁ ଟ୍ରମ୍ପଙ୍କ ଭିଡିଓ ବାର୍ତ୍ତା: ଶୀଘ୍ର ଫେରୁଛି, ଆଗକୁ ରିଅଲ ଟେଷ୍ଟ

ଓ୍ୱାଶିଂଟନ୍: ସୁଧୁରୁଛି କରୋନା ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା । ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି । ଦେଶବାସୀ ଓ ଶୁଭେଚ୍ଛୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ଖୁବ ଶୀଘ୍ର ଫେରୁଛନ୍ତି । ଆଗାମୀ କିଛି ଦିନ ତାଙ୍କ ପାଇଁ ଅସଲ ପରୀକ୍ଷାର ଦିନ ।…