Latest Odisha News

BREAKING NEWS

Browsing Tag

USA

ସଂକ୍ରମଣ ବଢିଲ‌େ ବି ‌ଲାଗୁ ‌ହେବନି ଜାତୀୟ ସଟଡାଉନ୍: ବାଇଡେନ୍

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ବଢିଲ‌େ ମଧ୍ୟ ଏହାର ମୁକାବିଲା କରିବାକୁ ଯାଇ ଜାତୀୟ ସଟଡାଉନ୍ ଘୋଷଣା କରାଯିବ ନାହିଁ ବୋଲି କହିଛନ୍ତି ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇ‌ଡେନ୍। କରୋନା ଯୋଗୁଁ ଆମେରିକା ଅଧିକ ଭାବରେ ପ୍ରଭାବିତ ହୋଇଥିଲେ ହେଁ ଜାତୀୟ ସଟଡାଉନର…

ୟୁଏଇକୁ ଯୁଦ୍ଧ ବିମାନ ଦେବ ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନ ଫଳାଫଳ ଉପରେ ଆଲୋଚନା ମଧ୍ୟରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ୧ ଲକ୍ଷ ୭୩ ହଜାର କୋଟିରୁ ଅଧିକ ମୂଲ୍ୟର ଅସ୍ତ୍ର ଚୁକ୍ତି ଅନୁମୋଦନ କରିଛି। ଡେମୋକ୍ରାଟଙ୍କ ବିରୋଧ ସତ୍ବେ ଏହି ଚୁକ୍ତି ଆମେରିକାକୁ ତାର ଚୋରା ଯୁଦ୍ଧ ବିମାନ…

ଭାରତ ସହ ଠିଆ ହୋଇଛି ଆମେରିକା: ମାଇକ ପାମ୍ପିଓ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ‘ଟୁ ପ୍ଲସ୍ ଟୁ’ ବାର୍ତ୍ତା ଲାଗି ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପାମ୍ପିଓ ଭାରତ ଗସ୍ତରେ ଆସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ସେ କହିଛନ୍ତି ଯେ ନିଜ…

ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କଣ ରହିଛି ନୂଆ ନିୟମ?

ସେପ୍ଟେମ୍ବର ୨୯ରେ ଓହିଓର କ୍ଲିଭ୍‌ଲ୍ୟାଣ୍ଡରେ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ମଧ୍ୟରେ ପ୍ରଥମ ରାଷ୍ଟ୍ରପତି ବିତର୍କ ପରେ ଏହ‌ାକୁ ନେଇ ଚିନ୍ତା ବଢ଼ିଛି। ହ୍ବାଇଟ୍ ହାଉସ୍‌ର ପରାମର୍ଶଦାତା ଏବଂ ରାଷ୍ଟ୍ରପତି ଟ୍ରମ୍ପ କରୋନା ପଜିଟିଭ୍‌ ଆସିବା ପରେ…

ଦରିଆପାରିରେ ରଥଯାତ୍ରା, କରୋନା କଟକଣା ଭିତରେ ସମ୍ପନ୍ନ

ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା ।…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ଭାରତ-ଚୀନ ଉତ୍ତେଜନା ପ୍ରସଙ୍ଗ: ଭାରତକୁ ସହଯୋଗ କରିବାନେଇ ଆମେରେକୀୟ କୁଟନୀତିଜ୍ଞଙ୍କ ଦୃଢୋକ୍ତି

ୱାଶିଂଟନ: ଲଦାଖ ନିକଟବର୍ତ୍ତୀ ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ପ୍ରସଙ୍ଗରେ ଆମେରିକା ଭାରତ ସହିତ ସଦା ସର୍ବଦା ରହିଛି ବୋଲି ଆମେରିକାର ପୂର୍ବତନ ପ୍ରିନସିପାଲ୍ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ (ପିଡ଼ିଏଏସ) ଆଲିସ୍ ଜି…

ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବେ ଜନକ୍ରୋଧର ଫୁତ୍କାରରେ ବିପର୍ଯ୍ୟସ୍ତ| ମେ ୨୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ଙ୍କ ମୃତ୍ୟୁ ପ୍ରତିବାଦରେ ବିଭିନ୍ନ ସହରରେ…

ସବୁ ଦୋଷ ଚୀନ୍‌ର; ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲେ ଡ଼ୋନାଲ୍ଡ୍ ଟ୍ରମ୍ପ୍

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ଆମେରିକା ତାହାର ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଥିବା ନେଇ ମାର୍କିନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଘୋଷଣା କରିଛନ୍ତି । ଏପରିକି କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମଣ ହେବାନେଇ ଚୀନକୁ ସମସ୍ତ ଦୋଷ ଦେଇଛନ୍ତି ଆମେରେକୀୟ…

ଡୋନାଲ୍ଡ ଟ୍ରମ୍ପ୍‌ କହିଲେ, “ବିନା ଭାକ୍ସିନରେ ଚାଲିଯିବ କରୋନା ଭୂତାଣୁ” !

ୱାଶିଂଟନ୍ ଡିିସି: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଛନ୍ତି ଯେ, ବିନା ଭାକ୍ସିନରେ ମାରାତ୍ମକ କରୋନା ମହାମାରୀ ଚାଲିଯିବ ଏଥିସହିତ ୯୫,୦୦୦ରୁ ଅଧିକ ବ୍ୟକ୍ତି ଦେଶରେ ପ୍ରାଣ ହରାଇବେ । “ଏହା ଏବେ ଦୂରେଇ ଯାଉଛି । ଇତିମଧ୍ୟରେ ଆମେ ଆଶା କରୁଛୁ, ପୁନର୍ବାର…