Latest Odisha News

BREAKING NEWS

Browsing Tag

UttarPradesh

ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି

ଝାନ୍ସି: ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି। ଉତ୍ତରପ୍ରଦେଶ ର ଝାନ୍ସି ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାକଡର ଖାଦ୍ୟରେ ଏକ ଝିଟିପିଟି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନାନୁସାରେ, ଦୁଇ ଦିନ ପୂର୍ବେ ଜଣେ ବ୍ୟକ୍ତି ଝାନ୍ସିର ବିକେଡି ଛକରୁ ଭେଜ…

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

ଶାଶୁଙ୍କ ଡ଼୍ୟାନ୍ସ ଦେଖି ମଣ୍ଡପ ଛାଡ଼ି ଛୁ ମାରିଲା ବର

ଉତ୍ତରପ୍ରଦେଶ: ଏପଟେ କନ୍ୟାର ଫ୍ଲାଇଙ୍ଗ୍ କିସ ସେପଟେ ଶାଶୁର ସିଗାରେଟ ଧରି ଡ଼୍ୟାନ୍ସ । ଭୟର ବର ଫେରାର । ବ୍ୟାଣ୍ଡ, ବାଜା, ବାରାତ୍ ଧରି ବାହାଘର ମଣ୍ଡପରେ ପହଞ୍ଚିଲା ବର । ନାଚଗୀତରେ ମସଗୁଲ ଥିଲେ ବର ଓ କନ୍ୟା ପକ୍ଷ । ହେଲେ ବର ଆଖିରେ ପଡ଼ିଲା କନ୍ୟା ଆଉ ଶାଶୁର ରଙ୍ଗଢ଼ଙ୍ଗ । ଡ଼ିଜେର ତାଳେ…

ଦୁର୍ଘଟଣାର ୨୮ବର୍ଷ ପରେ ଘରେ ପହଞ୍ଚିଲା ଗିରଫ ୱାରେଣ୍ଟ, ନିର୍ଦ୍ଦେଶନାମା ଦେଖି କାନ୍ଦି ପକାଇଲେ ବୃଦ୍ଧ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କିରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ୨୮ ବର୍ଷ ପୂର୍ବେ ସେଠାରେ ହୋଇଥିବା ଏକ ବସ ଦୁର୍ଘଟଣାରେ ଏକ ମଇଁଷିର ମୃତ୍ୟୁ  ହୋଇଥିଲା । ଏବେ ଏହି ମାମଲାର ବିଚାର କରି ବରେଲି ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବାରବାଙ୍କି ନିବାସୀ ଜଣେ ୮୩ ବର୍ଷିୟ…

ମାଗଣା ବିଜୁଳି, ରାଜସ୍ଥାନ ଦେବା ପରେ ଅନ୍ୟ ରାଜ୍ୟରେ ବି ଉଠିଲା ଦାବି

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ବିଜୁଳି ରାଜନୀତି। ପ୍ରତ୍ୟେକ ବ୍ୟକ୍ତି ବିଜୁଳି ବ୍ୟବହାର କରୁଥିବାବେଳେ ବିଜୁଳି ବିଲ ଲୋକଙ୍କ ପାଇଁ ବଡ଼ ବୋଝ ଭାବେ ଗଣାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ସରକାର ବିଜୁଳିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଆମ…

‘ୟୁପି’ରେ ଅପରାଧୀ ସଫେଇ, ଦେଶବ୍ୟାପୀ ଚର୍ଚ୍ଚାରେ ଯୋଗୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ଓ ବିହାରରେ ଜଙ୍ଗଲରାଜକୁ ନେଇ ସବୁବେଳେ ଚର୍ଚା ହୁଏ। ଦୁଷ୍କର୍ମ, ହତ୍ୟାଠୁ ଆରମ୍ଭ କରି ଚୋରି ରାହାଜାନୀ ଉତ୍ତରପ୍ରଦେଶର ସାଧାରଣ ଘଟଣା ଭାବେ ଗଣାଯାଏ। ଏପରିକି ରାଜନୈତିକ ଦଳ ଗୁଡ଼ିକର ପୃଷ୍ଠପୋଷକତାରେ ଏସବୁ ହୁଏ ବୋଲି କାହିଁ କେବେଠୁ ଆଲୋଚନା ହୁଏ। ଏପରିକି ଏହି…

ହତ୍ୟାର ୭ ବର୍ଷ ପରେ ଜୀବିତ ଫେରିଲେ ମହିଳା, ସଜ୍ଜା କାଟିଲେ୨ ନିର୍ଦୋଷ  

ରାଜସ୍ଥାନ : ହତ୍ୟାର ସାତବର୍ଷ ପରେ ଜୀବିତ ଅବସ୍ଥାରେ ପୋଲିସକୁ ମିଳିଲେ ମହିଳା । ଜେଲ୍‌ରେ ସଜ୍ଜା କାଟିଲେ ୨ନିର୍ଦୋଷ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ରାଜସ୍ଥାନର ଦୌସା ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ହତ୍ୟା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା  । ଏହି ଘଟଣାରେ…

ବୁଲଡୋଜର ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । କିନ୍ତୁ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଏକ ବେଞ୍ଚ ଏହି ନିର୍ଦେଶ ଦେଇଛନ୍ତି । ଜାମିଆତଙ୍କ ଆବେଦନ ଶୁଣାଣି କରି ଏହା…

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

୨୩ ଜିଲ୍ଲା କରୋନା ମୁକ୍ତ

ଲକ୍ଷ୍ନୌ: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢୁଥିବା ବେଳେ ଉତ୍ତରପ୍ରଦେଶର ୨୩ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଥିବା ସୂଚନା ମିଳିଛି। ଏହାସହିତ ଆରୋଗ୍ୟ ହାର ୯୮.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ମାରାତ୍ମକ ଭୂତାଣୁ ବିଲୋପ କରିବାରେ 'ୟୁପିର କୋଭିଡ କଣ୍ଟ୍ରୋଲ ମଡେଲ'ର…