Latest Odisha News

BREAKING NEWS

Browsing Tag

Vaccination

ଆସନ୍ତାକାଲି ୮ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : କରୋନା କରୁଛି କଲବଲ । ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଅନେକଙ୍କ ଜୀବନ ନେଲାଣି ଭାଇରସ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…

ରାଉରକେଲାରେ ଟିକାକରଣ, ୧୮+ ବର୍ଗରେ ୩୮୦୦ ବ୍ୟକ୍ତି ନେଲେ ପ୍ରଥମ ଡୋଜ

ରାଉରକେଲା: ରାଉରକେଲା ସହରର ୮ଟି କେନ୍ଦ୍ରରେ ଆଜି ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ଦିନ ୧୨ଟା ଭିତରେ କୋଭିଡ୍ ନିୟମ ପାଳନ କରି ମୋଟ ୩୮୦୦ ଲୋକ ଟିକା ନେଇଛନ୍ତି। ସବୁ କେନ୍ଦ୍ରରେ ଟିକାଦାନ…

ଖୁବ୍‌ ଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ବି ଦିଆଯିବ କରୋନା ଟିକା। ମେ ୧୯ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କୋଭାକ୍ସିନକୁ ଘରୋଇ ଡାକ୍ତରଖାନାକୁ ପ୍ରଦାନ କରିବ। ଏ ନେଇ ବିଏମ୍‌ସ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଟିକା ୧୮ରୁ ୪୪ ଏବଂ…

ଭୁବନେଶ୍ୱରର ଏହି ମଲରେ ଦିଆଯିବ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍

ଭୁବନେଶ୍ୱର: ରାଜଧାନୀରେ କରୋନା ଟିକାକରଣକୁ ବିଏମସି ବ୍ୟାପକ କରିଛି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି । ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା…

ଘରୋଇ ହସ୍ପିଟାଲରେ ୧୮-୪୪ ବର୍ଷ ବୟସବର୍ଗଙ୍କୁ ଟୀକାକରଣ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ଦ୍ରୁତଗତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ୧୮-୪୪ ବର୍ଷ ବୟସବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟୀକାକରଣ ପାଇଁ ଅନୁମତି ମିଳିଛି । କୋଭାକ୍ସିନ ଓ କୋଭାଲସିଲ୍ଡ ଟୀକା ଲୋକଙ୍କୁ ମାଗଣାରେ ଦିଆଯାଉଛି । କିନ୍ତୁ ଘରୋଇ ହସ୍ପିଟାଲରେ…

ଜୁଲାଇ ୪ ସୁଦ୍ଧା ୭୦ ପ୍ରତିଶତ ଆମେରିକୀୟ ଯୁବ ବର୍ଗଙ୍କୁ ଟିକାକରଣ ଲକ୍ଷ୍ୟ; ବାଇଡେନ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ୪ ତାରିଖ ସୁଦ୍ଧା ଅତି କମରେ ୭୦ ପ୍ରତିଶତ ଆମେରିକୀୟ ଯୁବବର୍ଗଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଏ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନ କରୋନା ମହାମାରୀ ସହ ଲଢିବାକୁ ପ୍ରମୁଖ ପ୍ରାଥମିକତା…

ଏହି ରାଜ୍ୟରେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ମେ ୧ରୁ ଆରମ୍ଭ ହେବନି ଟିକାକରଣ ଅଭିଯାନ

ମଧ୍ୟପ୍ରଦେଶ: ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଟିକାକରଣ ଅଭିଯାନ ମଧ୍ୟପ୍ରଦେଶରେ ମେ ୧ ରୁ ଆରମ୍ଭ ହେବ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଉତ୍ପାଦକମାନେ ଠିକ୍ ସମୟରେ ଟିକା ଯୋଗାଇ ପାରିବେ ନାହିଁ ଯେଉଁଥିପାଇଁ ମେ ୧ରୁ ଏହି ଅଭିଯାନ…

କରୋନା ଟିକାକରଣରେ ସାହାଯ୍ୟ କରିବାକୁ ୨୦ ଧନୀ ଭାରତୀୟଙ୍କୁ ନିବେଦନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ଜାତୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆପଣମାନେ କେବଳ…

ସୋମବାର ରାଜ୍ୟର ଏହି ୨ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ସୂଚନା ଅନୁଯାୟୀ ଓଡିଶାର କୋରାପୁଟ ଏବଂ ଝାରସୁଗୁଡା ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକାକରଣ ସୋମବାର ବନ୍ଦ ରହିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଶୁକ୍ରବାର ଦିନ ୭୬୯ ସ୍ଥାନରେ ଟିକାକରଣ କରାଯାଇଥିଲା ଏବଂ ସୋମବାର ୨୮…