Latest Odisha News
Browsing Tag

Video Viral

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ…

ଚା’ରେ ଛେପ ପକାଇ ବିକ୍ରି କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ମସୁରୀ: କେତେବେଳେ ଜୁସରେ ପରିସ୍ରା ତ ଆଉ କେତେବେଳେ ଛେପ ପକାଇ ରୁଟି ବିକ୍ରି କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି। ଉତ୍ତରାଖଣ୍ଡର ମସୁରୀରୁ ଆସିଥିବା ଏହି ଭିଡିଓରେ ଚା' ବିକ୍ରି…

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ ଭିଡିଓରେ ଚାପୁଡ଼ା ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁଜଙ୍ଗ…

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର…

ପବ୍ଲିକ୍ ଷଣ୍ଢ ପରେ କିଙ୍ଗ୍ ଗ୍ୟାଙ୍ଗର ଧମକ ଭିଡିଓ ଭାଇରାଲ୍

ବଲାଙ୍ଗୀର: ଭୁବନେଶ୍ବରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ଭିଡିଓ ଭାଇରାଲ ପରେ ଏବେ ବଲାଙ୍ଗୀରରେ କିଙ୍ଗ୍‌ ଗ୍ରୁପର ଭିଡିଓ ଭାଇରାଲ ହେଉଛି । କିଙ୍ଗ୍‌ ଗ୍ରୁପ୍‌ ବନ୍ଧୁକ, ଖଣ୍ଡା, ଭୁଜାଲି ସହ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଭିଡିଓ ଛାଡିଛି । ୮ରୁ ୧୦ଜଣ ଯୁବକ ମାରଣାସ୍ତ୍ର ଧରି…

ପୋଲିସ ଆଖି ଆଗରେ ଚୋରି

ମୟୂରଭଞ୍ଜ: ଇଲେକ୍ଟ୍ରୋନିକ୍ସ ଦୋକାନରୁ ଚୋରି । ପୋଲିସ ସବୁ ଦେଖି ମଧ୍ୟ ଚୁପ୍। ସସିଟିଭିରେ କଏଦ ହେଲା ଚୋରି ଭିଜୁଆଲ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାଛକ ନିକଟରେ ଏପରି ଘଟଣା ଘଟିଛି। ପଣ୍ଡା ଇଲେକ୍ଟ୍ରୋନିକ୍ସ ଦୋକାନରୁ ରାତି ୧୨ ଟାରେ ଏସି ର ଡେମୋକୁ ଚୋର ଖୋଲିନେଇଯାଉଥିବା…

ପତ୍ନୀଙ୍କୁ ମାରପିଟ୍ କଲେ ସ୍ୱତନ୍ତ୍ର ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଲ: ରକ୍ଷକ ସାଜିଲା ଭକ୍ଷକ । କ୍ୟାମେରାରେ କଏଦ୍ ହେଲା ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ କାରନାମା । ନିଜ ପତ୍ନୀଙ୍କୁ ମାଡ ଉପରେ ମାଡ ମାରି ଚାଲିଛନ୍ତି ଜଣେ ବରିଷ୍ଠ ପୋଲିସ ମହାନିର୍ଦ୍ଦେଶକ । ଏତିକିରେ ରାଗ ଶାନ୍ତ ହେଉନି ତାଙ୍କର, ତଳେ ପକାଇ ନିଜ ସ୍ତ୍ରୀର ମୁଣ୍ଡକୁ କଚାଡି ମଧ୍ୟ…

ପୂର୍ବତନ ପୋଲିସ ଡିଜିଙ୍କ ରବିନ୍ ହୁଡ ଅନ୍ଦାଜ… ଭିଡିଓ ଭାଇରାଲ

ପାଟନା: ଗୁପ୍ତେଶ୍ୱର ପାଣ୍ଡେରୁ ରବିନ୍ ହୁଡ୍ ପାଣ୍ଡେ । ଷ୍ଟାଇଲ, ଲୁକ୍ ଆକ୍ସନ ଆଉ ଠାଣି ପୁରାପୁରି ଫିଲ୍ମି । ବିହାରର ଦବଙ୍ଗ ପୋଲିସ ଅଫିସର ପୂର୍ବତନ ପୋଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ । କିଛି ଦିନ ହେବ ପୋଲିସ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ତା’ପରେ ଆସିଛି ପାଣ୍ଡେଙ୍କ ରବିନ୍ ହୁଡ…

ଭାଇରାଲ ହେଉଛି ସୁଶାନ୍ତଙ୍କ ମହମ ମୂର୍ତ୍ତି, ଭାବୁକ ହେଲେ ଭଉଣୀ ଶ୍ୱେତା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମହମ ପ୍ରତିମୂର୍ତ୍ତି । ତେବେ ଏହି ପ୍ରତିମୂର୍ତ୍ତିଟି ମ୍ୟାଡମ ତୁଷାଦ ମ୍ୟୁଜିଅମ ନୁହେଁ ବରଂ ପଶ୍ଚିମବଙ୍ଗର ଜଣେ ମୂର୍ତ୍ତି କଳାକାର ତିଆରି କରିଛନ୍ତି । ଏହି ପ୍ରତିମୂର୍ତ୍ତି ଦେଖିବାକୁ…

ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି  ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି  ଓ ଅନ୍ୟ ଜଣେ ମହିଳା …