Latest Odisha News

BREAKING NEWS

Browsing Tag

Vigilance

ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡେରାବିଶ୍ ବ୍ଲକର ଏବିଇଓ ବିପିନ ବିହାରୀ ସିଂ । ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ସ୍ଥଗିତ ଦରମା କରାଇ ଦେବା ପାଇଁ ଶ୍ରୀ ବିହାରୀ ସିଂ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି…

ଝାରବନ୍ଧ ବିଇଓ ରଞ୍ଜିତ୍ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ

ଝାରବନ୍ଧ: ସମ୍ବଲପୁର ଭିଜିଲାନ୍ସ ୟୁନିଟ ଗୁରୁବାର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଇଓ ରଞ୍ଜିତ୍ ଭୋଇ । ପ୍ରଧାନଶିକ୍ଷକଙ୍କୁ ତାଙ୍କ…

ଭିଜିଲାନ୍ସ ହାତରେ ଯାଜପୁର ତହସିଲର ପୂର୍ବତନ ନାଜିର; ଛଅ ବର୍ଷ ଥିଲେ ଫେରାର

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଗୁରୁବାର ଯାଜପୁର ତହସିଲର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କରିଛି । ୪.୯୫ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଖୋଜୁଥିଲା । ୨୦୧୬ ମସିହାରୁ ସେ ଲୁଚିଲୁଚି ବୁଲୁଥିଲେ । ଗୁରୁବାର ସକାଳେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍…

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ । ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଭିଜିଲାନ୍ସ ଧରିଛି । ଅଧିକ ଖାଦାନ ଏବଂ ଚାଲାଣ କରାଇଦେବା ଲୋଭ ଦେଖାଇ ଲାଞ୍ଚ ମାଗିଥିଲେ ଅଭିଯୁକ୍ତ ମଳୟ । ବୁଧବାର…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି)…

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତି: ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

 ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ…

ଗିରଫ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ନରସିଂହପୁର ଥାନା ଅଧିକାରୀ

କଟକ : ଶେଷରେ ଗିରଫ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏକ ମାମଲାର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ବାଲେଶ୍ୱର: ପୁଣି ଭିଜାଲାନ୍ସ ଜାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ବାଲେଶ୍ୱର ପୂର୍ତ୍ତି ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପଦ୍ମନାଭଙ୍କ ସୋର ବାଲିଗୁଡିସ୍ଥିତ ବାସଭବନରେ ଭିଜିନାଲ୍ସପକ୍ଷରୁ ଚଢାଉ…

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ସୁପରଭାଇଜର, ଲାଞ୍ଚ ନେବା ବେଳେ ଧରାପଡିଲେ

ସମ୍ବଲପୁର : ପୁଣି ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ସୁପରଭାଇଜର । ଅଙ୍ଗନୱାଡି ସୁପରଭାଇରଜ ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଙ୍ଗନବାଡି ସୁପରଭାଇଜର ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସେକ୍ଟର ଅଙ୍ଗନୱାଡିସୁପରଭାଇଜର ସୁଲୋଚନା…

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ

ବାରିପଦା: ଲାଞ୍ଚ ନେବା ବେଳେ ଡାକ୍ତର ବାବୁ ଗିରଫ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ…