Latest Odisha News

BREAKING NEWS

Browsing Tag

viral alert

[ଭିଡିଓ] କେବେ ଦେଖିଛନ୍ତି ? ବ୍ରହ୍ମାଣ୍ଡର ସର୍ବବୃହତ୍ ଷ୍ଟ୍ରବେରୀ, ଓଜନ ୨୮୯ ଗ୍ରାମ୍‌

ଭୁବନେଶ୍ୱର: କୃଷିକୁ ଏକ ଭିନ୍ନ ଦିଗ ଦେଇଛନ୍ତି ଜଣେ ଷ୍ଟ୍ରବେରୀ ଚାଷୀ । ବିରାଟକାୟ ତଥା ଅତ୍ୟଧିକ ଓଜନ ପାଇଁ ଏକ ଷ୍ଟ୍ରବେରୀ ଗିନିଜ୍ ୱାର୍ଲଡ୍ ରେକର୍ଡସ୍‌ରେ ସ୍ଥାନ ପାଇଛି । ଏହି ଘଟଣାଟି ଅବିଶ୍ୱାସ ଲାଗୁଥିଲେ ହେଁ ଏହାର ଭିଡିଓ କିନ୍ତୁ ସବୁକିଛି ସ୍ପଷ୍ଟ କରିଛି । ଇସ୍ରାଏଲର ନେତାନ୍ୟା…

[ଭିଡିଓ] ଅବିଶ୍ୱାସ ଲାଗୁଥିଲେ ବି ସତ, ନୁଡୁଲ୍ସରେ କେମିତି ହେଲା ସ୍ୱେଟର୍ ବୁଣା ?

ଭୁବନେଶ୍ୱର: ଇଣ୍ଟରନେଟ୍‌ରେ ଭର୍ଚୁଆଲ୍ ଦୁନିଆରେ ପ୍ରତିଦିନ ଭଳିକିଭଳି ଅତିରଂଜିତ ଭିଡିଓ ଦେଖିବାକୁ ମିଳେ । କମେଡି ହେଉ ଅବା ପ୍ରେରଣାଦାୟୀ ଭିଡିଓ । ଏମିତି ଅନେକ ଘଟଣାବଳୀ ସାମ୍ନାକୁ ଆସେ, ଯାହାକୁ ଦେଖିବା ପରେ ତାଜୁବ ହେବା କିଛି ନୂଆ କଥା ନୁହେଁ । Person knits noodles, makes…

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା । ଗତକାଲି ମଧ୍ୟପ୍ରଦେଶ…

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍…

[ଭିଡିଓ] ଜଳିଲା କାର ହେଡଲାଇଟ୍, ଯୁକ୍ତ୨ ପରୀକ୍ଷା ଦେଲେ ୪୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପରୀକ୍ଷା ଅଫଲାଇନ୍ କି ଅନଲାଇନ୍ ହେବ, ସେ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ହେଲେ ବିହାରରେ ଯୁକ୍ତ ୨ ପରୀକ୍ଷା ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ବିହାର…

[ଭିଡିଓ] ମୋଦିଙ୍କୁ ପାକିସ୍ତାନରୁ ଡାକରା, ଆମକୁ ଉଦ୍ଧାର କର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ବାସିନ୍ଦା ସହାୟତା ପାଇଁ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହି ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁଜାଫରବାଦ…

[ଭିଡିଓ] ମୋବାଇଲ ଚୋରି ଅଭିଯୋଗରେ ନାବାଳିକାଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର: ଏବେ ବି ଲୋକଙ୍କ ମାନସିକତାରେ ଲୁଚି ରହିଛି ଜାତିଭେଦ । କେଉଁଠି ନା କେଉଁଠି ପ୍ରତିଦିନ ସାମ୍ନାକୁ ଆସୁଛି ଜାତିଆଣ ଆକ୍ଷେପ ଜନିତ ଅଘଟଣ । ଏହି ଧାରାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯାଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଉତ୍ତରପ୍ରଦେଶ…

[ଭିଡିଓ] ସାଇକଲ ଚଳାନ୍ତୁ, ଜୁସ୍ ପିଅନ୍ତୁ

ଭୁବନେଶ୍ୱର: ସତରେ କରୋନା ମହାମାରୀ ଅନେକ ଲୋକଙ୍କ ନିକଟରେ ବୁଦ୍ଧି ଉଜାଗର କରିପାରିଛି । ଗତ ଦୁଇବର୍ଷରେ ଅନେକ ଲୋକ ସେଫ୍ ସାଜିଥିଲାବେଳେ କିଛିକିଛି ନିଜର ବ୍ୟବସାୟ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ । ଏହି ଧାରାରେ ଗୁଜରାଟରେ ଗ୍ରିନୋବାର୍ ନାମକ ଏକ ଜୁସ୍ ଦୋକାନ ଚର୍ଚ୍ଚାକୁ ଆସିଛି ।…

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି । ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ…

[ଭିଡିଓ] ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରେ ଚୁଟି କାଟୁଛନ୍ତି ଭାରତୀୟ ମହାକାଶଚାରୀ

ଭୁବନେଶ୍ୱର: ସ୍ପେସ୍ ସେଲୁନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ସ୍ପେସ୍ ସେଲୁନ ନାମକ ଶବ୍ଦ ପଢି ଆପଣଙ୍କ ମନରେ ସାମାନ୍ୟ ଭ୍ରମ ସୃଷ୍ଟି ହୋଇଥିବ । ତେବେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ଉତ୍ତୋଳନ ହୋଇଥିବା ଏକ ଭିଡିଓକୁ ଦେଖିଲେ, ଆପଣ ସମସ୍ତ ଘଟଣା ବୁଝିପାରିବେ । ଏହି…