Latest Odisha News

BREAKING NEWS

Browsing Tag

Virat Kohli

ଦୀପାବଳୀ ସମ୍ପର୍କରେ ଜ୍ଞାନ ଦେଇ ଟ୍ରୋଲ ହେଲେ କୋହଲି

ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି…

ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ କୋହଲି !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ବିରାଟ କୋହଲି ସୀମିତ ଓଭର ଅଧିନାୟକ ପଦରୁ ଓହରିଯିବା ପାଇଁ ନିଷ୍ପତି ନେଇଛନ୍ତି । ବିସିସିଆଇ ଓ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ହିଟମ୍ୟାନ ରୋହିତ ଶର୍ମା ଏହି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟାଟିଂ ଉପରେ ମନୋନିବେଶ କରିବା ପାଇଁ କୋହଲି ଏହି ନିଷ୍ପତି…

ରାହୁଲଙ୍କ ଉପରକୁ ସାମ୍ପେନ ଠିପି ପକାଇଲେ ବିଶୃଙ୍ଖଳିତ ଦର୍ଶକ

ଲଣ୍ଡନ: ଚଳିତ ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଥର ପାଇଁ ଦର୍ଶକଙ୍କ ବଡ ଧରଣର ବିଶୃଙ୍ଖଳା ସାମ୍ନାକୁ ଆସିଛି । ଭାରତୀୟ ଓପନର ଲୋକେଶ ରାହୁଲ ଥାର୍ଡ ମ୍ୟାନ ଅଂଚଳରେ ଜଗୁଥିବା ବେଳେୂ ଉପରକୁ ଦର୍ଶକମାନେ ସାମ୍ପେନର ଠିପି ଫିଙ୍ଗିଥିଲେ । ମ୍ୟାଚର ୬୯ତମ ଓଭରରେ ଏହି ଘଟଣା ଘଟିଥିଲା…

ଧୋନିଙ୍କ ସହ ସମ୍ପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ କୋହଲି

ଭୁବନେଶ୍ୱର: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭିତରେ ସମ୍ପର୍କ କେମିତି ? ମୈଦାନରେ ସେମାନଙ୍କ ଭିତରେ କେମିଷ୍ଟ୍ରି କେମିତି ଥିଲା ? ଏବେ ସମ୍ପର୍କ କିଭଳି ? ଏହି ପ୍ରଶ୍ନ ସବୁବେଳେ ବିରାଟ କୋହଲି ଫ୍ୟାନଙ୍କ ମନରେ ଉଙ୍କିମାରିଥାଏ । ଏହାର ଉତ୍ତର ରଖିଛନ୍ତି କ୍ୟାପଟେନ୍ କୋହଲି ।…

ମିଶନ୍ ଓ୍ୱାନ୍ ଡେ: ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ…

IPLରେ କେତେ ନମ୍ବରରେ ବ୍ୟାଟିଂ କରିବେ ବିରାଟ କୋହଲି ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ…

ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ୮୦ ରନର ପାଳି ଖେଳି କୋହଲି କଲେ ନୂଆ ରେକର୍ଡ

ଅହମଦାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରୋମାଞ୍ଚକାର ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟିରେ ଅପରାଜିତ ୮୦ ରନ୍ କରିଛନ୍ତି କୋହଲି । ଭାରତ ପଞ୍ଚମ ମ୍ୟାଚରେ ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଇନିଂସରେ ଆଉ…

କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍‌ରାହ ?

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍‌ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍‌ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍‌ରାହ…

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି…