Latest Odisha News

BREAKING NEWS

Browsing Tag

Weather Update

ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ କିପରି ରହିବ ପାଣିପାଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଭିଜିବିଲିଟି ୧୦୦ ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ଅଯୋଧ୍ୟାରେ ୧୫ ରୁ ୧୭ ଡିଗ୍ରୀ…

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଏହି ସବୁ ରାଜ୍ୟରେ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। କେବଳ ସାଧାରଣ ଜନଜୀବନ ନୁହେଁ, ବରଂ ବିମାନ, ରେଳ ଚଳାଚଳ ମଧ୍ୟ…

୨୦୨୪ରେ ତାତିବ ଓଡ଼ିଶା, ତାତିକୁ ନେଇ ପାଣିପାଗ ବିଭାଗ କଲା ଏପରି ଆକଳନ

ନୂଆଦିଲ୍ଲୀ: ୨୦୨୩ ତୁଳନାରେ ୨୦୨୪ରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ୍ ସୁଦ୍ଧା ଏଲ୍ ନିନୋ ଶକ୍ତିଶାଳୀ ହେବ। ଫଳରେ ରାଜ୍ୟରେ ହିଟ ୱେଭ ପ୍ରବାହିତ ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି। ସେପଟେ…

ଉତ୍ତର ଭାରତରେ ବଢିବ ଶୀତର ପ୍ରଭାବ, ମନାଲୀରେ ତୁଷାରପାତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭବ କରୁଛି। ଏହି ସପ୍ତାହରେ ଦିଲ୍ଲୀରେ କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏଥି ସହିତ ବୁଧବାର ରାଜଧାନୀରେ ଶୀତର ମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ…

ହାଡ଼ ଭଙ୍ଗା ଜାଡ଼ ମଧ୍ୟରେ ବର୍ଷା ଆର୍ଲଟ, ସତର୍କ ସୂଚନା ଜାରି କଲା IMD

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ତମାମ ଦେଶରେ ଶୀତ ଲହରୀ ଜାରି ରହିଛି। ଏହା ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଜାଡ଼ କାରଣରୁ ଲୋକମାନେ ଅତି ଆବଶ୍ୟକ ନଥିଲେ ଘରୁ ବାହାରୁନାହାନ୍ତି। ଏଭଳି ସ୍ଥଳେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟ ଆର୍ଲଟ…

ହାଡ଼ ଭଙ୍ଗା ଶୀତକୁ ନେଇ ଆର୍ଲଟ ଜାରି କଲା ପାଣିପାଗ ବିଭାଗ, ଜାଣନ୍ତୁ ଆଜିର ପାଣିପାଗ ଅପଡେଟ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା କାରଣରୁ ଦେଶର ଅନେକ ସ୍ଥାନରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଆସିଛି। ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ଡା ଲୋକମାନଙ୍କ ଦୈନନ୍ଦିନ ଜୀବନରେ ଗୁରୁତର ସମସ୍ୟା ସୃଷ୍ଟି କରିଛି।ଘନ କୁହୁଡ଼ି…

ପଶ୍ଚିମା ଝଡ଼ ପ୍ରଭାବ; ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ଆଜିବି ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ପବନ ସାଙ୍ଗକୁ କିଛି ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଥରୁଛି ସାରା ଦେଶ, ଦିଲ୍ଲୀଠୁ ଲାକ୍ଷାଦ୍ୱୀପ ଶୀତର ପ୍ରକୋପ

ନୂଆଦିଲ୍ଲୀ: ଶୀତରେ ଥରୁଛି ଭାରତ । ରାଜଧାନୀ ଦିଲ୍ଲୀ  ସମେତ ଉତ୍ତରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ପ୍ରବଳ ଥଣ୍ଡା  । ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଟାଣ ଖରା ସତ୍ତ୍ୱେ କମ୍ପାଉଛି ଥଣ୍ଡା । ରାତିରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହୁଛି । ଆଗକୁ ଆହୁରି ଶୀତ ବଢିବ ବୋଲି ଜଣାପଡିଛି…

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ୧୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ସକାଳରୁ ଶନିବାର ପର୍ଯ୍ୟନ୍ତ ଜଗତ୍‌ସିଂହପୁର, ପୁରୀ,…

ଲଘୁଚାପ ପ୍ରଭାବ: ପ୍ରବଳରୁ ଅତିପ୍ରବଳ ବର୍ଷିବ । ୬ଜିଲ୍ଲାକୁ ଅରେଞ୍ଜ ,୧୫ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଏବଂ ତତ୍‌ସହିତ ଜଡିତ ସାମୁଦ୍ରିକ ଘୂର୍ଣ୍ଣିିବଳୟ ସମୁଦ୍ର ପତନର ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ…