ଆସିଲା ନୂଆ ଫିଚର; ହ୍ବାଟ୍ସଆପ୍ ଷ୍ଟାଟସରେ ଏବେ ମ୍ୟୁଜିକ୍ ଆଟାଚ୍ କରିପାରିବେ
ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ନିଜର ୟୁଜରଙ୍କ ପାଇଁ ଆଣିଛି ନୂଆ ଫିଚର'ମ୍ୟୁଜିକ୍ ଅଫ୍ ଷ୍ଟାଟସ୍' ଅପଡେଟ୍ । ନାଁରୁ ହିଁ ଜଣା ପଡୁଛି ଫିଚର ଟି କଣ ହୋଇଥିବ । ପୂର୍ବରୁ ୟୁଜର କୌଣସି ଷ୍ଟାଟସ ଲଗାଉଥିବା ସମୟରେ ମ୍ୟୁଜିକ୍ ଆଟାଚ୍ କରିବା ପାଇଁ କୌଣସି ବିକଳ୍ପ…