Latest Odisha News

BREAKING NEWS

Browsing Tag

whatsapp

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଚ୍ ରାସ୍ତାରେ କୌଣସି ଅପରାଧ…

ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ

ଭବାନୀପାଟଣା: ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ । ମହିଳାଙ୍କ ଅଶ୍ଲୀଳ ଭିଡିଓ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ୍ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରାଥମିକ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହନୁମାନ ମାଝୀ । କଲମପୁର ବ୍ଲକର ପିପଳିଝପର ପ୍ରାଥମିକ ବିଦ୍ୟାଳୟର…

ନୂଆ ଗୋପନୀୟତା ନୀତିକୁ ନେଇ ଫେସବୁକ୍ ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଓ ଫେସବୁକକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ନୂଆ ଗୋପନୀୟତା ନୀତିକୁ ନେଇ ଉଭୟ ଫେସବୁକ ଓ ହ୍ୱାଟ୍ସଆପକୁ ସର୍ବୋଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି- ଲୋକଙ୍କ ଗୋପନୀତୟା ବେଶ୍ ଜରୁରୀ । ଆପଣ ୨.୩ ଟ୍ରିଲିୟନ୍ କମ୍ପାନୀ…

ଫେସ୍‌ବୁକ୍ ସହିତ ଡାଟା ସେୟାରିଂକୁ ନେଇ ହ୍ୱାଟ୍‌ସଅପ୍‌ର ପୁଣି ଏକ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ-ଫେସ୍‌ବୁକ୍ ସହିତ ହ୍ୱାଟସଅପ୍‌ର ଡାଟା ସେୟାରିଂ ବିବାଦ ଏବଂ ଏହି କାରଣରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନେଇ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛି ହ୍ୱାଟସଅପ୍ । ଏହି ସୋସିଆଲ୍ ମିଡିଆ ସଂସ୍ଥା ପକ୍ଷରୁ କୁହା ଯାଇଛି ଯେ, ଫେସ୍‌ବୁକ୍ ସହିତ ଡାଟା ସେୟାରିଂ କଲେ ମଧ୍ୟ ପରିବାର…

ହ୍ୱାଟ୍ସଆପ୍‌କୁ ହ୍ୟାଣ୍ଡେଲ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନିୟଣନ୍ତ୍ରଣ ନେଇ ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ହ୍ୱାଟ୍ସଆପ୍‌କୁ ବିଜେପି ହ୍ୟାଣ୍ଡେଲ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ରାହୁଲ ଟାଇମ୍…

ହ୍ଵାଟସଆପ୍ସରେ କେବଳ ଚାଟିଂ ନୁହେଁ, ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ କିଣିପାରିବେ, ଆକ୍ସିସ୍ ଏଏମସି ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ଆଉ ପାଖରେ ସ୍ମାର୍ଟଫୋନ ଅଛି, ତେବେ ଆପଣଙ୍କର ଅସୁବିଧା ସହଜ ହୋଇଯାଇଛି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ହ୍ଵାଟସଆପ୍ସ ରେ ଚାଟିଂ କରିବା ସହଜ ହୋଇଛି। ଆକ୍ସିସ୍ ଏମ୍ସି (ଆକ୍ସିସ୍ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ)…

ଲ୍ୟାଣ୍ଡଲାଇନ ନମ୍ବରରେ ଚଳାଇପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ ଏହା ହେଉଛି ଉପାୟ

ନୂଆଦିଲ୍ଲୀ: ସମ୍ପ୍ରତି ସମସ୍ତଙ୍କ ଦୈନଦିନ ଜୀବନରେ ହ୍ଵାଟ୍ସଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ ପାଲଟିଛି। ଯଦିଓ ବିଶ୍ବବ୍ୟାପୀ ହଜାର ହଜାର ଯୋଗାଯୋଗ ଆପ୍ ଅଛି, ହ୍ଵାଟ୍ସଆପ୍ ସବୁଠାରୁ ଲୋକପ୍ରିୟ ଅଟେ | ଆପଣ ଏହାକୁ ଆପଣଙ୍କର ବ୍ୟକ୍ତିଗତ ମୋବାଇଲ୍ ନମ୍ବର ସହିତ ଚଲାଇ ପାରିବେ | କିନ୍ତୁ ଖୁବ୍ କମ୍…

ଜାଣନ୍ତୁ; କିପରି ‘ମେସେଜିଂ ଆପ୍ ହ୍ଵାଟ୍ସଆପ୍’ ରେ ଏବେ ମିଳିପାରିବ ଲୋନ !

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ରେ ମେସେଜିଂ ବ୍ୟତୀତ ବର୍ତ୍ତମାନ ଆପଣ ଶୀଘ୍ର ୠଣ ପାଇଁ ଆବେଦନ କରିପାରିବେ।  ମେସେଜିଂ ଆପ୍ ପେମେଣ୍ଟ ସେବା ଆରମ୍ଭ କରିବା ପରେ ଏବେ ୠଣ ସୁବିଧା ଆରମ୍ଭ କରିବା ବିଷୟରେ ମଧ୍ୟ କହିଛି।  ଏହି ମେସେଜିଂ ଆପ୍ କହିଛି ଯେ ଏହା ନିଜେ ବ୍ୟାଙ୍କିଙ୍ଗ ବ୍ୟବସାୟରେ ପ୍ରବେଶ…

ହ୍ୱାଟ୍ସଆପ୍‌ରେ କରିବେ ଅର୍ଡର୍ , ଘରେ ପହଂଚିବ ପନିପରିବା !

ବାରିପଦା: ସମଗ୍ର ରାଜ୍ୟରେ ଲକ୍‌-ଡାଉନ୍ ର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ହଇରାଣ ହେଉଥିବାବେଳେ ବାରିପଦାରେ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ଫୋନ୍‌ରେ ଅର୍ଡର୍ କରିବେ ଘରେ ପହଂଚିବ ପନିପରିବା । ସାମାଜିକ ଦୂରତାକୁ ମାପକାଠି କରି ଏକ ଘରୋଇ ସଂସ୍ଥା…