Latest Odisha News
Browsing Tag

Woman

ଭାଇରାଲ୍ ହେଉଛି ଡିଭୋର୍ସ ମେହେନ୍ଦି, ଭିନ୍ନଭିନ୍ନ ଡିଜାଇନରେ ବଖାଣିଲେ ବିବାହ ପରର ନିର୍ଯ୍ୟାତନା

ନୂଆଦିଲ୍ଲୀ: ବାହାଘରରେ ସମସ୍ତେ ମେହେନ୍ଦୀ ଲଗାଇବାକୁ ପସନ୍ଦ କରନ୍ତି। ଇଣ୍ଟରନେଟରେ ‘ବ୍ରାଇଡାଲ୍ ମେହେନ୍ଦି ଡିଜାଇନ୍’ ଲେଖିଲେ ଶହ ଶହ ଡିଜାଇନ୍ ଆସିଯାଏ। ତେବେ ଆଜିକାଲି ସୋସିଆଲ ମିଡିଆରେ 'ଛାଡପତ୍ର ମେହେନ୍ଦୀ'ର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଲାଣି। ତେବେ ଏମିତି ଏକ ଘଟଣା…

ମରିଯାଉଛି ମାନବିକତା, ବସ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ହାତରୁ କାଢି ନେଲେ ସୁନା ଚୁଡି

ମୁମ୍ବାଇ: ମୁମ୍ବାଇର କୁର୍ଲା ଠାରେ ଏକ ବସ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଲୋକମାନେ। ହେଲେ ଆଉ କିଛି ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ଲୁଟ୍ ଉଦ୍ଦେଶ୍ଯରେ ଘଟଣାସ୍ଥଳରେ…

ଦୁବାଇ ମରୁଭୂମିରେ ଫସିଲେ ମହିଳା, ଓଟ ପଠାଇଲା ଉବେର

ଦୁବାଇ: ଦୁବାଇରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମରୁଭୂମିରେ ଫସି ରହିଥିବା ଦୁଇଜଣ ମହିଳା କ୍ୟାବ ସର୍ଭିସ ଆପରେ କାର କିମ୍ବା ବାଇକ ନୁହେଁ ଓଟ ଚୟନ କରିଥିଲେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ଦୁବାଇ-ହାଟା ରୋଡରେ ଥିବା ଅଲ ବାଦାୟରର ମଧ୍ଯ ମରୁଭୂମିରେ ଦୁଇଜଣ…

ନିଜ ଦେହରେ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ

ବାଲେଶ୍ୱର: ବାଲେଶ୍ୱରର ସୋରୋ ବ୍ଲକ ଅନ୍ତର୍ଗତ ଆଡିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଭାନୁମତି ମହାରାଣା ବୋଲି ଜଣାପଡିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଶଶିକାନ୍ତ ମହାରାଣା ମଧ୍ୟ ଗୁରୁତର ଆହତ…

ବାଣୀବିହାର ଫ୍ଲାଏଓଭରରୁ ଡେଇଁଲେ ମହିଳା

ଭୁବନେଶ୍ୱର: ରାଜଧାନୀର ବାଣୀବିହାର ଫ୍ଲାଏ ଓଭରରୁ ଜଣେ ମହିଳା ଡେଇଁପଡିଥିବା ଜଣାପଡିଛି। ମହିଳା ଜଣକ ବାଲେଶ୍ବରର ବିଘ୍ନେଶ୍ୱରୀ ତ୍ରିପାଠୀ (୨୮) ବୋଲି ଜଣାପଡିଛି। ତେବେ ସେ ଆତ୍ମହତ୍ଯା ଉଦ୍ଦେଶ୍ଯରେ ଫ୍ଲାଏଓଭରରୁ ଡେଇଁ ପଡିଥିବା କୁହାଯାଉଛି। ସୂଚନାନୁସାରେ, ଏହି ଘଟଣା ଶନିବାର ରାତି…

ଅଟଳ ସେତୁରୁ ଡେଉଁଥିଲେ ମହିଳା; ଚୁଟି ଧରି ଭିଡି ଆଣିଲେ କ୍ୟାବ ଡ୍ରାଇଭର 

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡେଇଁବାକୁ ଚେଷ୍ଟା କରିଥିଲା ବେଳେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ରାଫିକ ପୋଲିସ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଛାତିଥରା ଘଟଣା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ…

ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ ଓ ପୁଅ

ସାଲେପୁର: କଟକ ସାଲେପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଛନ୍ତି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ସନ୍ଧାନ…

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କ ଛୁଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି  । ମହିଳା ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ…

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…