Latest Odisha News

BREAKING NEWS

Browsing Tag

Youth

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର…

ଅଦ୍ଭୁତ ମରଣ ! ଗୋଟିଏ ଛିଙ୍କରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ମଣିଷ ଜୀବନ କ୍ଷଣିକ ମାତ୍ର । କେତେବେଳେ କାହାର ମୃତ୍ୟୁ ଘଟିବ ତାହା କେହି କେବେ ବିଶ୍ବାସ କରିପାରିବେନି  ।  ମୃତ୍ୟୁର କୌଣସି ସମୟ ନଥାଏ । କଥାରେ ଅଛି ମୃତ୍ୟୁର ସମୟ ଆସିଲେ କାଳ କେତେବେଳେ ଆସି ହାତ ଧରି ଟାଣି ନେବ ତାହା କାହାକୁ ଜଣାନଥାଏ  । ତେବେ ଏଭଳି ମୃତ୍ୟୁର ଜ୍ୱଳନ୍ତ…

ଡ୍ରେନରୁ ଜଣେ ଯୁବକଙ୍କ ମୃତ ଦେହ ଠାବ

ପୁରୀ : ନାଳରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ପୋଲିସ ହାଇସ୍କୁଲ ଗେଟ ଦେଇ ଯାଇଥିବା ନଳାରେ ଜଣେ ଅଜଣା ମୃତ ଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି l ଏନେଇ ମୃତ୍ୟୁର କାରଣ…

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର…

[ଭିଡିଓ] ଭାରତୀୟ ସେନାରେ ଭର୍ତ୍ତି ହେବାକୁ ନିଶା, ଦୌଡିଲେ ୩୫୦ କି.ମି !

ଭୁବନେଶ୍ୱର: ଭାରତୀୟ ସେନାରେ ଭର୍ତ୍ତି ହେବା ତାଙ୍କ ନିଶା । ଦେଶ ପାଇଁ ଲଢିବା ତାଙ୍କ ଲକ୍ଷ୍ୟ । ଖାସ ସେଥିପାଇଁ ଜଣେ ଯୁବକ ନିଜ ଜୀବନକୁ ସେନା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏପରି ଅନେକ ଯୁବକଙ୍କୁ ଆପଣ ଭାରତରେ କୋଣଅନୁକୋଣରେ ପାଇବେ । ହେଲେ ସୁରେଶ ନାମକ ଜଣେ ଯୁବକଙ୍କ ଭାରତୀୟ ସେନା…

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା । ଗତକାଲି ମଧ୍ୟପ୍ରଦେଶ…

ହୃଦସ୍ପନ୍ଦନ ବନ୍ଦ କରୁଛି ‘ହୁକ୍କା’

ବଦଳୁଛି ଲାଇଫ ଷ୍ଟାଇଲ । ନୂଆ ନୂଆ ଏକ୍ସପେରିମେଣ୍ଟ କରିବା ପାଇଁ ଆଗଭର ହେଉଛନ୍ତି ଯୁବପୀଢି । ଆଉ ଏହି ସମୟରେ ନିଶାର ଜାଲରେ ଫସିଯାଉଛନ୍ତି ଯୁବାବର୍ଗ । ଯୁବାବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଦ୍ବୈତନଗରୀରେ ଖୋଲିଚାଲିଛି ଶହ ଶହ ହୁକ୍କା ବାର । କାରଣ ଏହିକିଛି ବର୍ଷ ହେବ ବଦଳିଲାଣି ନିଶାର…

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

ସମସ୍ତେ ପରାଜିତ ହେଉଥିବା ଏକ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ଯୁବ ସମାଜ ସଂପ୍ରତି ଏକ ଘଡ଼ିସନ୍ଧି ପରିସ୍ଥିତି ଦେଇ ଗତି କରୁଛି । ଏହି ପରିସ୍ଥିତି ତିଆରି ପାଇଁ ଅନେକାଂଶରେ ଆମେ ସମସ୍ତେ ଦାୟୀ । ଆମ ଶିକ୍ଷା ବ୍ୟବସ୍ଥା, ସଫଳତାର ପ୍ରଚଳିତ ମାପକାଠି, ଉନ୍ନତି ତଥା ବିକାଶର ଭ୍ରମାତ୍ମକ…

ମହଙ୍ଗା ପଡିଲା କରୋନାକୁ ନେଇ ମିଥ୍ୟା ଗୁଜବ !

ଅନୁଗୋଳ: କରୋନାଭାଇରସ୍‌କୁ ନେଇ ପୁଣି ସୋସିଆଲ୍ ମିଡିଆରେ ଗୁଜବ । ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅନୁଗୋଳରୁ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍ୱାସ୍ଥ୍ୟକର୍ମୀ ଲାଗିପଡିଛନ୍ତି କରୋନାକୁ ମୂଳପୋଛ କରିବା ପାଇଁ । ପୋଲିସ ପ୍ରଶାସନ ଲାଗିପଡିଛି ସାମାଜିକ ଦୂରତ୍ୱକୁ ବଜାୟ ରଖିବା…