Latest Odisha News

BREAKING NEWS

ବାବୁଶାନ୍ -ପ୍ରକୃତି ବିବାଦ ପରେ ସୁନା ଅଳଙ୍କାର ବିଜ୍ଞାପନରୁ ବାଦ ଦେଲା କମ୍ପାନୀ

ବିବାଦ ପରେ ବିଜ୍ଞାପନରୁ ବିଦା ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୁନା ଅଳଙ୍କାର ବିଜ୍ଞାପନରୁ ପ୍ରକୃତିଙ୍କୁ ବାଦ ଦେଇଛି କମ୍ପାନୀ । ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ ମଧ୍ୟ କାଢ଼ିଦେଇଛି କମ୍ପାନୀ ।  କିଛି ଦିନ ହେବ ବାବୁସାନ, ପ୍ରକୃତିଙ୍କୁ ନେଇ ଯେଉଁ ପାରିବାରିକ ବିବାଦ ଲାଗି ରହିଥିଲା । ଏହାକୁ ଦେଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ । ହେଲେ ପ୍ରକୃତିକୁ ନେଇ ବିବା ବଢ଼ୁଥିବା ବେଳେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.