Latest Odisha News

BREAKING NEWS

ଆଜି ଦିନର ମୁଖ୍ୟ ଖବର

ନଜର ପକାଇବା ଆଜି ଦିନର ମୁଖ୍ୟ ଖବର ଉପରେ :
ନଜର ପକାଇବା ଆଜି ଦିନର ଟପ୍ ହେଡଲାଇନ୍ସ

 

  • -ଆସନ୍ତା ୨୧ରୁ ମାଟ୍ରିକ୍ ଖାତା ଦେଖା. . .ବିଭିନ୍ନ କେନ୍ଦ୍ରରେ ଆରମ୍ଭ ହେବ ମୂଲ୍ୟାୟନ . ..୧୦ରୁ ୧୨ ଦିନ ଭିତରେ ଖାତା ଦେଖା ଶେଷ କରିବାକୁ ନିର୍ଦ୍ଦେଶ . ..
  • -ବରଗଡ଼ ସାଲେପାଲିରେ ହତ୍ୟାକାଣ୍ଡ. . . ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା’ଙ୍କୁ ହତ୍ୟା . . .
  • -ଏମାର ମଠ ଜାଗା ଖନନ ବେଳେ ମିଳିଛି ପ୍ରାଚୀନ କୀର୍ତ୍ତିରାଜି. . .ସତ୍ୟପାଠ ସହ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ହାଇକୋର୍ଟକୁ ଜଣାଇଲା ଏଏସଆଇ
  • -ରାଜ୍ୟ ବିଜେପିର କୋର୍ କମିଟି ବୈଠକ, ନିର୍ବାଚନ ରୋଡ଼ମ୍ୟାପ ନେଇ ହେବ ଆଲୋଚନା
  • -ସେଞ୍ଚୁରୀ ମାରିଲା ଟମାଟୋ, ୧୨୦ ଟଙ୍କା ପହଞ୍ଚିଲାଣି ଦର. . ବଢ଼ି ବଢ଼ି ଚାଲିଛି ଚିକେନ ଦାମ୍‌, ଏବେ ୨୮୦ ଟଙ୍କା
  • -ସାମାନ୍ୟ ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ. . . ନିଷିଦ୍ଧାଞ୍ଚଳ ବାହାରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର
  • -ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ, ମୃତକ ସମ୍ବଲପୁରର ଗୋପାଳକୃଷ୍ଣ ପଣ୍ଡା
  • -ଆଗୁଆ ଆସିବ ମୌସୁମୀ ! ମେ’ ୧୫ରେ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବାର ସମ୍ଭାବନା
  • -ଟଳିଲା ବାତ୍ୟା ଭୟ, ହେଲେ ୧୭ ଯାଏ ଭିଜିବ ଓଡ଼ିଶା ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା
  • -ରାଜଧାନୀରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ. .. ଏକ ଘରୋଇ ହସ୍ପିଟାଲର ଚାମ୍ବରରୁ ମିଳିଲା ମୃତଦେହ. .. କିଛି ଦିନ ହୋଇଥିଲା ବିବାହ. ..
  • -ରାଜଧାନୀରେ ଡ୍ୟାନ୍ସ ବ୍ୟାରକୁ ଅନୁମତି ମିଳିବା ପରେ ଘଟିଛି ଜଘନ୍ୟକାଣ୍ଡ. .. ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ ..
Leave A Reply

Your email address will not be published.