Latest Odisha News
Browsing

Video

ରାହୁଲଙ୍କ ମାୟାଜାଲରେ ବିଜେପି!

ଭୁବନେଶ୍ୱର: ଲଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶୈଳୀରେ କାର୍ଯ୍ୟ କରୁଛନ୍ତି। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଏକ ବଡ଼ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥିବା ରାହୁଲ ତା ପରେ ସେଭଳି ଢାଞ୍ଚାରେ ହିଁ କାର୍ଯ୍ୟ…

ଲଦାଖରେ ମ୍ୟାଚ ଦେଖିଲେ, ବାଇକ ଚଳାଇଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଲେହ ଠାରେ ଯୁବ ବର୍ଗଙ୍କ ସହ ଆଲୋଚନା ବେଳେ ଭାରତ ସ୍ୱାଧୀନତାର ମୂଳଦୁଆ ସମ୍ବିଧାନ ବୋଲି ରାହୁଲ କହିଛନ୍ତି। ସାମ୍ବିଧାନିକ ଵ୍ୟଵସ୍ଥା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ…

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ…

ବିଜେପିକୁ ବଦଳାଇଦେଲା କର୍ଣ୍ଣାଟକ, ହାରୁଥିବା ସ୍ଥାନରେ ହେଲା ଆଗୁଆ ପ୍ରାର୍ଥୀ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ବିଜେପି ଯଥେଷ୍ଟ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନରେ…

ଲଦାଖ ଗଲେ ରାହୁଲ, ଆଗକୁ ୟୁରୋପ ଯିବେ, ପୁଣି କିଛି କହି ଖେଳ କରିବେ!

ଭୁବନେଶ୍ୱର: ନିଜର ରାଜନୈତିକ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିନ ବ୍ୟବଧାନରେ ଦେଶର କୌଣସି ନା କୌଣସି କୋଣରେ ପହଂଚୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିସୁଛନ୍ତି। ଭାରତ ଯୋଡୋ ଯାତ୍ରା ପରଠାରୁ ଏହା ବ୍ୟାପକ ହେବାରେ ଲାଗିଛି। ଏହି…

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି। ଏଭଳି…

ନିର୍ବାଚନ ପୂର୍ବରୁ ‘ଇନ୍ଦିରା’ କାର୍ଡ, ରାହୁଲ ଡାକିଲେ କଂଗ୍ରେସକୁ ଆସ!

ଭୁବନେଶ୍ୱର: ଦେଶର ରାଜନୈତିକ ଟ୍ରେଣ୍ଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିର୍ବାଚନରେ ମତଦାନ ହେଉ କିମ୍ବା ରାଜନୀତି କ୍ଷେତ୍ରରେ ପ୍ରବେଶ ସବୁଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ଏହି ସଂଖ୍ୟା ବଢୁଛି। ଦେଶଠାରୁ ଆରମ୍ଭ କରି ରାଜ୍ୟ ସବୁଆଡେ ମହିଳା…

ଶରଦ ‘ଇଣ୍ଡିଆ’ ର ନା ଏନଡିଏର, ବୁଝିପାରୁନାହାନ୍ତି ବିରୋଧୀ !

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକକୁ ନେଇ ନାନା ଆକଳନ ମୁଣ୍ଡ ଟେକିଲାଣି। ବିରୋଧୀଙ୍କ ଏହି ବୈଠକ ବହୁ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବାବେଳେ ବରିଷ୍ଠ ନେତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…

ଯେଭଳି ମନ୍ତବ୍ୟ ପାଇଁ ରାହୁଲଙ୍କ ପଦ ନେଇଥିଲ, ସେଭଳି ମନ୍ତବ୍ୟ ପାଇଁ ସଞ୍ଜୟଙ୍କ ପଦ ନିଅ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପାଇଁ ଯଦି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ନିଆଯାଇପାରିଲା ତାହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ବିଜେପି ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କ ସଦସ୍ୟ ପଦ କାହିଁକି ନିଆଯିବ ନାହିଁ ବୋଲି ପ୍ରଶ୍ନ…

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ…