Latest Odisha News

BREAKING NEWS

Browsing

Video

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

ବିଜେପି ନିଜର କଲାନି, ଜଗନଙ୍କୁ ଏବେ ଭଗବାନ ଭରସା !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ କେନ୍ଦ୍ରୀୟ ନେତାମାନେ ପ୍ରଚାର ପ୍ରସାର କରିବା ସହ ବିରୋଧୀ ଦଳ ଗୁଡିକ ଉପରେ…

‘ବିହାର ରାଜନୀତି’, ନୀତିଶଙ୍କ ପାଦତଳୁ ମାଟି ଖସୁଛି!

ଭୁବନେଶ୍ୱର: ବିରୋଧୀଙ୍କୁ ଏକାଠି କରି ମୋଦିଙ୍କୁ ସତ୍ତାରୁ ହଟାଇବାକୁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା। ଆଗାମୀ ୨୩ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିହାରରୁ ଏକ ବଡ଼ ଖବର ଆସିଛି। ବିହାରର…

ଆହୁରି ୫ ଦିନ ଜଳିବ ଓଡ଼ିଶା, ପାଣିପାଗ ବିଭାଗ ଜାରି କଲା ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ରଜରେ ବି ତାତିରୁ ତ୍ରାହି ନାହିଁ । ଟକମକ ହୋଇ ଫୁଟିବ ଓଡ଼ିଶା । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିବ । ୨୪ ଘଣ୍ଟାରେ ଅତ୍ୟଧିକ ଗ୍ରୀଷ୍ମ…

୨୦୨୪ ରେ ବିଜେପିକୁ ଜିତାଇବ କି ରାମମନ୍ଦିର?

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡିକ ପାଇଁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ଆଗଉଥିବା ବେଳେ ବିଜେପି ପାଇଁ ଏହା ଚିନ୍ତାର କାରଣ ସାଜିଥିବା କୁହାଯାଉଛି। ଦରଦାମ ବୃଦ୍ଧି ଉପରେ ରୋକ ଲାଗୁ ନ ଥିବାବେଳେ କଂଗ୍ରେସ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍କିମ ଦ୍ୱାରା ଲୋକଙ୍କୁ…

ଜୟ ବଜରଙ୍ଗବାଲୀ ଧ୍ୱନି ଭିତରେ ପ୍ରିୟଙ୍କାଙ୍କ ଏମପି ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଜୟ ବଜରଙ୍ଗବାଲିରୁ କଂଗ୍ରେସ ଆରମ୍ଭ କରିଛି ପ୍ରଚାର। ରାଜ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦମଦାର ଏଣ୍ଟ୍ରି କରିବା ସହ ମଧ୍ୟପ୍ରଦେଶ ଭାବାବେଗ ସହ ଜଡିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ମଧ୍ୟପ୍ରଦେଶ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମେ ନର୍ମଦା…

ଚତୁର୍ଥ ପାସ୍ ରାଜାଙ୍କୁ ବୁଝା ପଡ଼ୁନି ଦେଶ କେମିତି ଚଳାଇବେ ?: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ରାମଲୀଳା ମୈଦାନରେ ଆମ୍ ଆଦମୀ ପାର୍ଟି ମହାରାଲି ଆରମ୍ଭ କରିଛି । ମହାରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଜନତା ଦିଲ୍ଲୀର ମାଲିକ । କିନ୍ତୁ…

କଂଗ୍ରେସଠୁ ହାରିଲେ, ଏବେ ନିଜ ଭିତରେ ଲଢୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ପରାଜୟ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ଏତେ ବଡ଼ ପରାଜୟ ପାଇଁ କର୍ଣ୍ଣାଟକରେ ବିଜେପି ନେତାମାନେ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି ଟି ରବି…

‘କର୍ଣ୍ଣାଟକ ରାଜନୀତି’, ବିରୋଧୀ ଦଳ ନେତା ବାଛିପାରୁନି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ଏଯାଏ ବିରୋଧୀ ଦଳ ନେତା ଚୟନ କରି ପାରି ନାହିଁ। କଂଗ୍ରେସ ନୂଆ ସରକାର ଗଠନ କରିବା ସହ ସବୁ ମନ୍ତ୍ରୀ ଶପଥ ନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ବିଜେପି କିନ୍ତୁ ବିଧାନସଭାରେ ନିଜ ନେତା ଚୟନ କରି ନ…

ମନ୍ତ୍ରୀ ପଦ କାଢ଼ିନେଲେ ଟିକେଟ ଦେବେ ତ ?

ଭୁବନେଶ୍ୱର: କାହିଁକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯାଇଥିଲା। କିନ୍ତୁ…