Latest Odisha News

BREAKING NEWS

Browsing Tag

Uttar pradesh

ବାହାହେବାକୁ ଯାଉଥିବା ବର ଶିଶୁପାଳ ହୋଇ ଫେରିଲା ଘର

ଉନ୍ନାଉ : ଚାଲିଥିଲା ବାହାଘର । ଫୁଟୁଥିଲା ବାଣ, ବାଜୁଥିଲା ବାଜା ବାହାହେବାକୁ ବି ରେଡି ବି ଥିଲା ବର ହେଲେ ବରକୁ ମହଙ୍ଗା ପଡ଼ିଲା ମଦ୍ୟପାନ । ବିବାହ ବେଦୀରେ ବାହା ହେବା ପାଇଁ ମନା କରିଦେଲା କନିଆ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର…

ପ୍ରେମିକା ଦେଲା ଧୋକା, ପ୍ରେମିକ ଗଳା କାଟିବାର ଫେସବୁକରେ ଲାଇଭ ଦୃଶ୍ୟ

ଉତ୍ତର ପ୍ରଦେଶ : ପୁଣି ସାମ୍ନାକୁ ଆସିଲା ପ୍ରେମରେ ଧୋକା ପାଇ ଆତ୍ମହତ୍ୟା କରିବା ଘଟଣା । ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ଫେସବୁକରେ ଲାଇଭ କରି ନିଜର ଗଳା କାଟିଲେ ଯୁବକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ଥାନା ଅନ୍ତର୍ଗତ…

ଉତ୍ତରପ୍ରଦେଶରେ ଆଜି ସରିବ ନିର୍ବାଚନ, ୫୪ଟି ଆସନ ମତଦାନ ଜାରି

ଲକ୍ଷ୍ନୌ: ଆଜି ସରିବ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଆଜି ଶେଷ ପର୍ଯ୍ୟାୟରେ ମତଦାନ ନିଆଯାଉଛି । ଆଜି ୫୪ ଆସନରେ ଭୋଟ ଗ୍ରହଣ ଚାଲିଛି । ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଉତ୍ତରପ୍ରଦେଶ ଭୋଟର । ଆଜି ଆଜମଗଡ଼, ଜାଉଁପୁର, ଗାଜିପୁର, ସୋନଭଦ୍ର, ବାରଣାସୀ, ମାଉ,…

ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ସହ ଉତ୍ତରାଖଣ୍ଡ ଓ ଗୋଆରେ ହେବ ଗୋଟିଏ ପର୍ଯ୍ୟାୟ ନିର୍ବାଚନ । ଉତ୍ତରପ୍ରଦେଶର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ,…

ଆଇଏମଡିର ପୂର୍ବାନୁମାନ : ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ : ଲଘୁଚାପ ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ…

କରୋନା କାଳରେ କରୁଣ ଚିତ୍ର: ଗଙ୍ଗା ନଦୀ ବାଲିରେ ମୃତଦେହକୁ ପୋତି ଦେଉଛନ୍ତି ଲୋକ

ଉତ୍ତରପ୍ରଦେଶ: କରୋନା ଏମିତି କଷଣ ଦେଉଛି ଯେ ଯାହା ମଣିଷ କେବେ ଦେଖିନଥିଲା କି ଭାବି ନଥିଲା । ପ୍ରତିଦିନ ସାମନାକୁ ଆସୁଛି ବିଚଳିତ କରିବା ଭଳି ଚିତ୍ର । ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତଦେହ ଭାସୁଥିବା ଚିତ୍ର ସାମନାକୁ ଆସିଥିଲା । ଏବେ…

ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ପଜିଟିଭ୍ 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ପିଜିଟିଭ୍ ବାହାରିଛନ୍ତି ।…

ବିଷାକ୍ତ ମଦ ନେଲା ୪ ଜଣଙ୍କ ଜୀବନ, ASIଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ

ଉତ୍ତରପ୍ରଦେଶ: ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜାପୁର ଅଞ୍ଚଳର ଖୋପା ଗାଁର କିଛି ଲୋକ ଏକ ଦୋକାନରୁ ମଦ କିଣି ପିଇଥିଲେ । ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ଶନିବାର ରାତି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ବି…

ଆତ୍ମନିର୍ଭରଶୀଳ ବିଜୟ,୯୮ ନଟ୍ ଆଉଟ୍ !

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । ମାତ୍ର କେଇଦିନ ତଳର କଥା । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଜଣେ ୯୮ ବର୍ଷୀୟ ବୃଦ୍ଧ ଦେଇଥିଲେ ଆତ୍ମନିର୍ଭରଶୀଳତାର ଜ୍ୱଳନ୍ତ ଉଦାହରଣ । ରାସ୍ତାକଡରେ ବିକୁଥିଲେ ସିଝା ଚଣା । ହେଲେ ତାଙ୍କ କାହାଣୀ ଜାଣିବା ପରେ ଉତ୍ତରପ୍ରଦେଶ…

କାର୍ ଉପରେ ଓଲଟିଲା ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର, ୭ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଡିଜେଲ ଭର୍ତ୍ତି ଏକ ଟ୍ୟାଙ୍କର୍…