Latest Odisha News

BREAKING NEWS

ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ ‘ଜଲସା’ର ପୋଷ୍ଟର ରିଲିଜ

ମୁମ୍ବାଇ : ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ ‘ଜଲସା’ର ପୋଷ୍ଟର ରିଲିଜ ହୋଇଯାଇଛି । ଏହି ମୁଭିଟିର ନିର୍ଦ୍ଦେଶନା ଶୁରେସ ତ୍ରୀବେଣୀ ଦେଇଛନ୍ତି । ଫିଲ୍ମରେ ବିଦ୍ୟା ବାଲନ୍ , ସୈଫାଲି ଶାହ,ମାନବ କୌଲ,ରୌହିଣି ହଟଗଡି , ଇକବାଲ ଖାନ୍ , ବିଧାତ୍ରୀ ବନ୍ଦୀ, ଶ୍ରୀକାନ୍ତ ମୋହନ, ସଫନ ରଟେଲ ଏବଂ ସୂର୍ଯ୍ୟ କସିଭଟଲା ପ୍ରମୁଖ କଳାକାର ନଜର ଆସିବେ ।

ଏହା ପୂର୍ବରୁ ନିର୍ଦ୍ଦେଶକ ସୁରେସ ତ୍ରୀବେଣୀ ‘ତୁହ୍ମାରୀ ସଲ୍ଲୁରେ’ ବିଦ୍ୟା ବାଲନଙ୍କ ସଙ୍ଗେ କାମ କରି ସାରିଛନ୍ତି । ୧୮ ମାର୍ଚ୍ଚରେ ‘ଜଲସା’ର ପିମିୟମ ରିଲିଜ ହେବ । ଡ୍ରାମା ଏବଂ ରୋମାଞ୍ଚକ କାହାଣି ଉପରେ ଆଧାରିତ ଏହି ଫିଲ୍ମ ଆମାଜନ ପ୍ରାଇମରେ ରିଲିଜ ହେବ । ଏହି ମୁଭିଟି ଦର୍ଶକଙ୍କୁ ମନକୁ ବେଶ୍ ଛୁଇଁବ ବୋଲି ଆଶା ରଖିଛନ୍ତି ପୁରା ଟିମ୍ ।

Comments are closed, but trackbacks and pingbacks are open.