ବାଣୀବିହାରରେ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ
ଭୁବନେଶ୍ୱର: ଏବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ ।
ବାଣୀବିହାର କ୍ୟାମ୍ପସରେ ଶାନ୍ତ ବାତାବରଣ ନଥିବାରୁ ଏବର୍ଷ ନିର୍ବାଚନ ବନ୍ଦ ରଖିବାନେଇ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି ।
ଗଣମାଧ୍ୟମକୁ ସୂଚନାଦେଇ ବାଣୀବିହାର ଛାତ୍ର ସଂସଦର ଉପଦେଷ୍ଟା…