Latest Odisha News

BREAKING NEWS

Yearly Archives

2018

ନନ୍ଦନକାନନରେ ୨ ନୂଆ ଅତିଥି: ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମହୀଶୂର ଗଧିଆ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ଦୁଇଟି ଧୂସର ରଙ୍ଗର ଗଧିଆ ଅଣାଯାଇଛି । ସୂଚନା ଅନୁଯାୟୀ ଏହି ଦୁଇ ଗଧିଆକୁ କର୍ଣ୍ଣାଟକର ମହୀଶୂର ଚିଡିଆଖାନାରୁ ଅଣାଯାଇଛି । ଏଥିସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ ଭେଟେରିନାରି କ୍ୱାରେନଣ୍ଟାଇନରେ ସେମାନଙ୍କୁ ରଖାଯାଇଛି…

ନଈରେ ବୁଡି ମାଆ ଓ ପୁଅଙ୍କ ସଲିଳ ସମାଧି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଏକ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ ସୁଷମା ମହାରଣା (୩୫) ଓ ସୁଧାଂଶୁ ମହାରଣା (୯) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପନାଡ ଗ୍ରାମରେ ଜଣେ ମା ଓ ପୁଅ ନିକଟରେ ଥିବା ଘୋଡାହାଡ…

ଶେଷ ବଲରେ ରୋମାଞ୍ଚକର ଫାଇନାଲ୍ ଜିତି ଭାରତର ଏସିଆ କପ ହାସଲ

ଦୁବାଇ: ଭାରତ ସପ୍ତମଥର ଲାଗି ଏସିଆ କପ ଚମ୍ପିଆନ ହେବାର ଗୌରବ ହାସଲ କରିଛି । ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ଭାରତ ଘାଇଲା ବାଘ ବାଂଲାଦେଶ ଦଳକୁ ୩ ୱିକେଟରେ ପରାସ୍ତ କରି ପାରିଛି । ଅନ୍ତିମ ଓଭରରେ ଜିତିବା ଲାଗି ଭାରତକୁ…

୧୧ ଅକ୍ଟୋବରରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଅକ୍ଟୋବର ମାସ ୧୧ ତାରିଖରେ ଅନୁଷ୍ଠିତ ହେବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ । ଏହି ନିର୍ବାଚନ ପ୍ରକ୍ରିୟା ନେଇ ଶୁକ୍ରବାର ଦିନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଶୁକ୍ରବାର ଦିନ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି…

ଆପଣଙ୍କ ଶୋଇବା ଘର ବି ହୋଇପାରେ ବାସ୍ତୁଦୋଷର କାରଣ !

ବେଡ଼ରୁମ୍ ବା ଶୋଇବା ଘର ହେଉଛି ପ୍ରତ୍ୟେକ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ପାଲଟିଯାଏ । ଜାଣନ୍ତୁ…

କେମିତି ଜାଣିବେ ବ୍ରେନ୍ ଟ୍ୟୁମରର ଲକ୍ଷଣ?

ବ୍ରେନ୍ ଟ୍ୟୁମର୍ ବା ବ୍ରେନ୍ କ୍ୟାନସର ହେଉଛି ଏକ ଗୁରୁତର ଘାତକ ରୋଗ । ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସାମାନ୍ୟ ଅସାବଧାନତା କିମ୍ବା ମାନସିକ ଅସୁସ୍ଥତା ସମେତ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ତେବେ ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ଅନେକ ରହିଛି,…

ଓଡିଶା ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲା: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୌର ନିର୍ବାଚନରେ ଆସନ ସଂରକ୍ଷଣ ମାମଲାରେ ସର୍ବୋଚ୍ଚ ଅଦାଲତ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ କାୟମ ରଖିଛନ୍ତି । ସୂଚନା ଅନୁଯାୟୀ ଏହି ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଆଜି…

ଅଭିଜିତ ମିତ୍ରଙ୍କ ଅଡୁଆ ବଢିଲା, ୧୧ରେ ଗୃହ କମିଟି ସାମ୍ନାରେ ହାଜର ହେବାକୁ ନୋଟିସ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଭିଡିଓକୁ ପ୍ରସାରିତ କରିବା ଅଭିଯୋଗରେ ବଙ୍ଗାଳୀ ସାମ୍ବାଦିକ ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କୁ ବିଧାନସଭା ସମନ କରିବାକୁ ଦୃଢ ନିଷ୍ପତ୍ତି ନେଇଛି । ଶୁକ୍ରବାର ଦିନ…

ସର୍ଜିକାଲ ଷ୍ଟ୍ରାଇକକୁ ୨ବର୍ଷ ପୂର୍ତ୍ତି: ‘ପରାକ୍ରମ ପର୍ବ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକ ୨୦୧୬ ମସିହା ସେପ୍ଟେମ୍ବର ୨୮ ତାରିଖରେ ହୋଇଥିବାବେଳେ ଆଜି ଏହି ଘଟଣାକୁ ଦୁଇବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଧପୁରର ମିଲିଟାରୀ ଷ୍ଟେସନରେ ‘ପରାକ୍ରମ ପର୍ବ’ ପ୍ରଦର୍ଶନର ଉଦଘାଟନ କରିଛନ୍ତି ।…

ମହିଳାଙ୍କ ଲାଗି ସୁପ୍ରିମ ରାୟ: ସାବରିମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

କେରଳ : କେରଳର ବହୁ ଚର୍ଚ୍ଚିତ ସାବରୀମାଳା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶ ନେଇ ଲାଗିଥିବା ଅନେକ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି । ଆଜି ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ସାବରୀମାଳା ମନ୍ଦିରରେ ପୂର୍ବରୁ ୧୦ ରୁ ୫୦ ବର୍ଷର…