ଓକିଲଙ୍କ ଆନ୍ଦୋଳନ ଜାରି, ହାଇକୋର୍ଟ ମୁଖ୍ୟ ଫାଟକରେ ଝୁଲିଲା ତାଲା
କଟକ: କଟକ ହାଇକୋର୍ଟ ପରିସରରେ ଶୁକ୍ରବାର ସକାଳେ ଉତ୍ତେଜନା ବୃଦ୍ଧି ପାଇଛି । ଓକିଲମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବା ସହିତ ତୁରନ୍ତ ସେମାନଙ୍କ ଦାବି ପୂରଣ ଲାଗି ଆଜି ସକାଳେ ହାଇକୋର୍ଟର ମେନ୍ ଗେଟରେ ତାଲା ପକାଇ ଦେଇଛନ୍ତି ।
“ଆନ୍ଦୋଳନ ପ୍ରତ୍ୟାହୃତ କରି କାର୍ଯ୍ୟରେ ଯୋଗଦାନ…