Latest Odisha News

BREAKING NEWS

Yearly Archives

2018

କଟକ: ଦିନ ଦ୍ୱିପ୍ରହରରେ କଲେଜ ଛାତ୍ରୀଙ୍କୁ ଛୁରାମାଡ

କଟକ : କଟକ ନିକଟସ୍ଥ ଅଡଶପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ଦିନ ଦ୍ୱିପ୍ରହରରେ ଅଡଶପୁର ଉଦୟନାଥ କଲେଜର ଜଣେ ଛାତ୍ରୀଙ୍କ ଉପରେ କେହି ଦୁବୁର୍ତ୍ତ ଛୁରାମାଡ କରିଛି । ଅନ୍ୟପକ୍ଷରେ ଛୁରାମାଡ କରିଥିବା ଦୁବୁର୍ତ୍ତ ଜଣଙ୍କ ଉକ୍ତ ଛାତ୍ରୀଙ୍କ…

ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ବହୁତ ଅଧିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ବହୁତ ଅଧିକ । ଆହୁରି…

ଏସିଆ କପ କ୍ରିକେଟ: ଆଜି ଭାରତ-ଆଫଗାନିସ୍ତାନ ଏବଂ ପାକିସ୍ତାନ-ବାଂଲାଦେଶ ମୁକାବିଲା

ଦୁବାଇ: ଆଜି ଭାରତ ତା’ର ସୁପର ଫୋର ମୁକାବିଲାର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ଭେଟୁଛି । ତେବେ ଉଭୟ ଦଳ ଲାଗି ଆଜିର ଏହି ମ୍ୟାଚଟି ସମ୍ପୂର୍ଣ୍ଣ ରୂପେ ଗୁରୁତ୍ୱହୀନ । ଭାରତ ଫାଇନାଲକୁ ଉନ୍ନୀତ ହୋଇସାରିଥିବା ବେଳେ ଆଫଗାନିସ୍ତାନ ପ୍ରତିଯୋଗିତାରୁ ବାହାର ହୋଇସାରିଛି । କେବଳ ମ୍ୟାଚର…

ଦେଶବ୍ୟାପୀ ଧର୍ମଘଟ: ୨୮ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ଔଷଧ ଦୋକାନ ଗୁଡିକ ଆସନ୍ତା ୨୮ ତାରିଖରେ ବନ୍ଦ ରହିବ । ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ‘ଅଲ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଏହି ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ଏହି ବନ୍ଦରେ ସାମିଲ ହୋଇଥିବା ଉତ୍କଳ କେମିଷ୍ଟ…

ପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ପୁରୀ : ମଙ୍ଗଳବାର ସକାଳେ ପୁରୀ ଅଭିମୁଖେ ଯାଉଥିବା ଏକ ବୋଲେରୋ ନାଳରେ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିôବା ସହ ୨ଜଣ ଗୁରୁତର ଆହତ ହୋଇଥିଲେ । ଜଗନ୍ନାଥ ସଡକରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ…

ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଘର, ନିଆଁ ଲିଭାଇବାକୁ ଆସିଲାନି ଦମକଳ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୫ ବଖରା ଘର ଜଳି ଧ୍ୱଂସ ହୋଇଯାଇଛି । ସୋମବା ରାତିରେ ଏହି ଅଗ୍ନିକାଣ୍ଡ ଘଟି ୫ଟି ଘର ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ମିଳିଥିବା ସୂତ୍ର ଅନୁଯାୟୀ ସଟ୍ ସର୍କିଟ୍ ଯୋଗୁଁ…

ରଣବୀରଙ୍କ ସହ କାମ କରିବାକୁ କରୀନାଙ୍କ ଖୁବ୍ ଇଚ୍ଛା !

ମୁମ୍ବାଇ:ଅଭିନେତ୍ରୀ କରୀନା କପୁର ଖାନ ‘ସଞ୍ଜୁ’ ଷ୍ଟାର୍ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ୩୮ ବର୍ଷୀୟା ଏହି ଅଭିନେତ୍ରୀ ଏକ ମିଡ଼ିଆ ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ଯେ, “ମୋତେ ରଣବୀର କପୁରଙ୍କ ସହ ଯେକୌଣସି ସିନେମାରେ କାମ କରିବାକୁ ବହୁତ ଭଲ ଲାଗିବ” ।…

ରେଳ ଡ଼ବାରେ ମହିଳାଙ୍କ ଶିଶୁକନ୍ୟା ପ୍ରସବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଜଣେ ମହିଳା ଯାତ୍ରୀ ରେଳ ଡ଼ବା ମଧ୍ୟରେ ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି । ସୋମବାର ସନ୍ଧ୍ୟାବେଳେ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସରେ ଏହି ମହିଳା ଯାତ୍ରୀ ଜଣକ ଯାଉଥିଲେ । ବିହାରର ୩୭ ବର୍ଷୀୟା ଅର୍ଶୁଦ୍ଦା ଓଘା ନାମ୍ନୀ ଏହି…

ତୈଳ ଦର ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ବିଜେପି ‘ମିଶନ ୧୨୦’ ସଫଳ କରିବ: ବିଜେଡ଼ି

ଭୁବନେଶ୍ୱର: ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ସମାବେଶରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କୁ ଶାସନରେ ରହିବାର ଅଧିକାର ନାହିଁ କହି ସମାଲୋଚନା କରିଛନ୍ତି । ତେବେ ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ତେଲଦର ୧୨୦ ଟଙ୍କାରେ ପହଞ୍ଚିବା ପରେ ବିଜେପିର…

ନବୀନ ପଟ୍ଟନାୟକ ଶାସନ କରିବାର ଅଧିକାର ହରାଇଛନ୍ତି: ଅମିତ ଶାହା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିଷୋଦଗାର କରିବା ଯେଉଁଠି ଛାଡ଼ି ଯାଇଥିଲେ, ଆଜି ପୁରୀରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସେଉଠୁ ପୁଣି ବିଷ ଓଗାଳିବା ଆରମ୍ଭ…