ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ବଣାଇ : ସୁନ୍ଦରଗଡ ଜିଲ୍ଳାର ଝୀର୍ଡ୍ରାପାଲି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ଏହି ସଡକ ଦୁର୍ଘଟଣାରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନା ଅନୁଯାୟୀ ପାରାଦ୍ୱୀପ ରୁ ରାଉରକେଲା ଯାଉଥିବା ଗଙ୍ଗା ନାମକ ଏକ ଯାତ୍ରୀବାହି ବସ କୌଣସି କାରଣବଶତଃ ଭାରସାମ୍ୟ…