ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେଉଛି ନୂଆଁଖାଇ ପର୍ବ
ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ ପୀଠ ମଧ୍ୟ ଏକପ୍ରକାର ଚଳଚଞ୍ଚଳ ।
ଏହି ପର୍ବକୁ ନେଇ ପୁରପଲିରେ ଉତ୍ସବର ମାହୋଲ ଲାଗିରହିଥିବା ବେଳେ ଘରେ ଘରେ ପିଠାପଣା ସାଙ୍ଗକୁ…