Latest Odisha News

BREAKING NEWS

Yearly Archives

2018

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ଫକିର ମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ’

ବାଲେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱରରେ ଫକିର ମୋହନ ମେଡ଼ିକାଲ କଲେଜ ମେଡ଼ିକାଲ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦ୍ୱାରା ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଞ୍ଚଳରେ…

ଆସନ୍ତା କାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ମୌସୁମୀ ବର୍ଷା ଅଧିବେଶନ । ଏହା ଆସନ୍ତା ୨୦ ତାରିଖ ଯାଏ ଚାଲିବ । ଏହି ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ସଜବାଜ ହେଉଛନ୍ତି ଉଭୟ ବିରୋଧି ଦଳ । ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ବିରୋଧ…

ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’

ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…

କନଷ୍ଟେବଳଙ୍କ କାରନାମା, ଭାଇରାଲ ହେଲା ଭିଡିଓ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିକଟରେ ଜଣେ ନିଶାଗ୍ରସ୍ତ କନଷ୍ଟେବଳଙ୍କ କଳା କାରନାମା ଦେଖିବାକୁ ମିଳିଛି । ଏକ ଭିଡିଓ ଭାଇରାଲ ହେବା ପରେ ଏହି କନଷ୍ଟେବଳଙ୍କ କାରନାମା ନଜରକୁ ଆସିଥିଲା । ସୂଚନା ଅନୁଯାୟୀ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ନିଶାଗ୍ରସ୍ତ ପୋଲିସ କନଷ୍ଟେବଳ…

ଏ ସଂପର୍କ ଏଇମିତି…

ନିୟମିତ ସ୍ତମ୍ଭ - ଓଦା ମାଟିରେ ପାଦଚିହ୍ନ - କୃଷ୍ଣ ଭାଇକୁ ୬୫ ବର୍ଷ । ଯାଜପୁର କଲେଜ ଛକରେ ସେ ରିକ୍ସା ଟାଣେ । ଗଲା ୪୫ ବର୍ଷ ଧରି ସେ ରିକ୍ସା ଟାଣୁଛି । କଲେଜ କଲୋନୀରେ ରହୁଥିବା ୧୭-୧୮ଟି ପରିବାର ତାର ନିୟୟମିତ ଗରାଖ । ଅବଶ୍ୟ ସେତେବେଳେ କଲେଜ ଛକଟି ଥିଲା ବେଶ ଅପନ୍ତରା । ସହରଠୁ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଛଟେଇ ହେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଛଟେଇ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁଯାୟୀ ଗତ ୪ବର୍ଷ ଧରି ଅବସରପ୍ରାପ୍ତ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ…

ମହିଳାଙ୍କୁ ଅସଦାଚରଣ କରି ସି-ସୋର ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ସି-ସୋର ଅଭିଯୁକ୍ତ ଶୁଭଙ୍କର ନାୟକଙ୍କୁ ପୁଣିଥରେ ଗିରଫ କରିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ସହିତ ଉକ୍ତ ମହିଳାଙ୍କ ପୁଅ ସହ ମଧ୍ୟ ମାରପିଟ କରିଥିଲେ । ଏନେଇ ମହିଳା ଜଣଙ୍କ ଭୁବନେଶ୍ୱର…

ପ୍ରସଙ୍ଗ ଏକାଥରେ ନିର୍ବାଚନ !

ପ୍ରସଙ୍ଗ ଏକାଥରେ ନିର୍ବାଚନ ! ନୂଆଦିଲ୍ଲୀ: ପୁଣି ଉଠିଛି ଏ ପ୍ରସଙ୍ଗ । ବାଜପେୟୀଙ୍କ ବିୟୋଗ ପରେ ଅଗଷ୍ଟ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ- ମନକୀ ବାତ୍ ରେ ଏକାଥରେ ନିର୍ବାଚନ ପ୍ରସଙ୍ଗ ଉଠାଇ ଥିଲେ । ମୋଦୀ କହିଥିଲେ- ଏକାଥରେ ଲୋକସଭା ଓ ରାଜ୍ୟ…

ଭଦ୍ରକ: ଉଛୁଳୁଛି ବୈତରଣୀ, ଗାଁରେ ପଶିଲା ବନ୍ୟାଜଳ

ଭଦ୍ରକ : ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ହେବା ସଙ୍ଗେସଙ୍ଗେ ବିପଦ ସଂକେତ ଉପରେ ଜଳସ୍ତର ରହିଛି । ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀ ପୋଖରୀ ବ୍ଲକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ୟା ପାଣି ମାଡି ଅଞ୍ଚଳ ଗୁଡିକୁ ଏକପ୍ରକାର ଜଳବନ୍ଦୀ କରିଦେଇଛି । ସୂଚନା ଅନୁଯାୟୀ ଉପରମୁଣ୍ଡରେ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଲାଗି ପୁରୀ ଓ ଭୁବନେଶ୍ୱର ଉତ୍ସବମୁଖର

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିବସକୁ ସ୍ମରଣ କରି ହିନ୍ଦୁ ଧର୍ମାବଲମ୍ବୀମାନେ ‘ଜନ୍ମାଷ୍ଟମୀ’ ପାଳନ କରିଥାନ୍ତି । ହିନ୍ଦୁ ପଞ୍ଜିକାନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଆଜିର ଏହି ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନଟି କୃଷ୍ଣପକ୍ଷ ରୋହିଣୀ ନକ୍ଷତ୍ରର ଅଷ୍ଟମୀ…