Latest Odisha News

BREAKING NEWS

Yearly Archives

2018

ରାୟଗଡା: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

ରାୟଗଡା : ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ପାଇକ ସାହିରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁରେ ଏକ ନବନିର୍ମିତ ପାଇଖାନା ଟାଙ୍କିରେ ଫସିରହିବାରୁ ଶ୍ୱାସରୁଦ୍ଧ ହୋଇ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କାମ ଚାଲିଥିବା ସମୟରେ…

ନନ୍ଦନକାନନ: ଚିକିତ୍ସାଧିନ କଳା ଭାଲୁର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ଏକ ଦେଶୀ କଳା ଭାଲୁର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ମୃତ ଭାଲୁଟିର ବୟସ ୩୦ ବର୍ଷ ହୋଇଥିବାବେଳେ ସେ ଦୀର୍ଘଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା । ତେବେ ମୃତ ଭାଲୁ ‘ବାଙ୍କି’ ର ମୃତ୍ୟୁ ପରେ ନନ୍ଦନକାନନରେ ଭାଲୁ…

ଧର୍ମ ଜାଗରଣ ସମନ୍ୱୟ ବିଭାଗର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତି ସମାରୋହ ପାଳିତ

ଭୁବନେଶ୍ୱର: ଧର୍ମ ଜାଗରଣ ସମନ୍ୱୟ ବିଭାଗ, ଓଡିଶା ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ରାଜ୍ୟସ୍ତରୀୟ ସ୍ମୃତି ସଭା ଓ ବଳିଦାନ ଦିବସ ସ୍ଥାନୀୟ ୟୁନିଟ-୮ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ସମାଜସେବୀ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କ…

ପୁରୀ: ସମୁଦ୍ରରେ ବୁଡ଼ି ୨ କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ଅବସ୍ଥାରେ ବୁଡ଼ିଯାଇ ୨ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଚିହ୍ନଟ ହୋଇଥିବା ୨ଜଣ ମୃତକ କଲେଜ ଛାତ୍ର ହେଲେ ଜାମସେଦପୁରର ରଜତ ପାଣ୍ଡେ (୨୨) ଏବଂ ଦିଲ୍ଲୀ ବାସିନ୍ଦା ମହମ୍ମଦ ଇବାଦ । ଏହି ଦୁଇଜଣ ଛାତ୍ର କଟକ ସିଡ଼ିଏରେ ଥିବା ପିଲୁ ମୋଦି କଲେଜର…

ମରଣାନ୍ତକ ‘ମୋମୋ’ ଖେଳ ଲାଗି ଓଡ଼ିଶା କ୍ରାଇମ ବ୍ରାଞ୍ଚ ର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ହ୍ୱାଟ୍ସଆପ୍ରେ ବ୍ଲୁ ହ୍ୱେଲ୍ ଗେମ୍ କେବଳ ଓଡ଼ିଶା ନୁହେଁ ସାରା ଭାରତ ଓ ପୃଥିବୀର ଶହ ଶହ ଯୁବଗୋଷ୍ଠୀଙ୍କ ପ୍ରାଣ ନେଇଥିଲା । ସେହିପରି ଏକ ମରଣାନ୍ତକ ଖେଳ ୱାଟ୍ସଆପ୍ ସୋସିଆଲ୍ ମିଡ଼ିଆରେ ପ୍ରବେଶ କରିଛି । ଏହି ଖେଳଟି ସାଧାରଣତଃ ସ୍କୁଲ ଓ କଲେଜରେ ପାଠ ପଢୁଥିବା କୋମଳମତି…

‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ପକ୍ଷରୁ ପ୍ରେସମିଟ୍ : ଅକ୍ଟୋବର ୨ରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ଦାନ ଉତ୍ସବ

ଭୁବନେଶ୍ୱର : ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ବା ଦାନ ଉତ୍ସବ ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସମିଟ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରେସମିଟରେ ଅନୁଷ୍ଠାନର ବିଭିନ୍ନ ବରିଷ୍ଠ କର୍ମର୍ତ୍ତା ଦାନ ଉତ୍ସବ ବା ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ର ଆଭିମୁଖ୍ୟ, ଉଦ୍ଦେଶ୍ୟ…

୧କୋଟି ଲେଖାଏଁ ୪କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୪ ଓଡ଼ିଆ ଝିଅ ଜିତିଲେ ହକି ରୌପ୍ୟ

ଭୁବନେଶ୍ୱର: ସାରା ଭାରତରେ ଓଡ଼ିଶା ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ ନେବାକୁ ଯାଉଛି । ଆଗକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ହକି ମହାକୁମ୍ଭ ବିଶ୍ୱକପ ହକି ଆୟୋଜନ କରୁଥିବା ବେଳେ ଏସୀୟ କ୍ରୀଡ଼ାରେ ଏକାଧିକ ଓଡ଼ିଆ ଭାରତ ତଥା ଓଡ଼ିଶାକୁ ପଦକ ଜିତାଇ…

ଏସୀୟ କ୍ରୀଡ଼ା: ୪ ଜଣ ଓଡ଼ିଆ ଝିଅଙ୍କ ସହ ଭାରତୀୟ ହକି ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଭାରତୀୟ ହକିର ଗୌରବକୁ ମହିଳା ଦଳ ବଜାୟ ରଖିଛନ୍ତି । ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ କରି ଆଜି ମଧ୍ୟ ଭାରତୀୟ ଝିଅମାନେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । କିନ୍ତୁ ଭାଗ୍ୟ ଜାପାନ ସହିତ ରହିଥିଲା । ଏହି ଭାରତ-ଜାପାନ ମହିଳା ହକି ଫାଇନାଲରେ…

ଉଦଯାପନ ହେଲା ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଆଇସିଏସ୍ଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀ ସେକ୍ରେଟେରିଜ୍ ଅଫ ଇଣ୍ଡିଆ)ର ସୁବର୍ଣ୍ଣଜୟନ୍ତୀ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ବାର୍ଷିକୀ) ସମାରୋହର ଅନ୍ତିମ ତଥା ଉଦଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ପ୍ରବଳ ବର୍ଷାରେ ବେହାଲ ହେଲା ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳ ରାସ୍ତାରେ ପାଣି ଭର୍ତ୍ତି ହୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଟ୍ରାଫିକ ଜାମ ପରିସ୍ଥିତି ଦେଖାଦେଇଛି । ସୂଚନା ଅନୁଯାୟୀ ମାତ୍ର ଅଳ୍ପ ସମୟର ବର୍ଷାରେ ଦିଲ୍ଲୀର…