ଡି.ଏ.ଭି କଳିଙ୍ଗନଗରରେ ଜାତୀୟ କ୍ରୀଡା ଦିବସ ପାଳିତ
ଭୁବନେଶ୍ୱର: ଅଧ୍ୟୟନ ସହିତ କ୍ରୀଡାର ବିଶେଷ ଗୁରୁତ୍ୱ ରହିଛି । ଏହା ବିଦ୍ୟାର୍ଥୀର ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିରତା ଆଣିବାରେ ସହାୟକ ହୋଇଥାଏ ।ଏହାକୁ ଜୀବନର ଏକ ଅଙ୍ଗ ରୂପେ ଗ୍ରହଣ କରିବା ଉଚିତ । ଏହି ଲକ୍ଷ୍ୟ ନେଇ ସ୍ଥାନୀୟ ଡି.ଏ.ଭି ସ୍କୁଲ କଳିଙ୍ଗନଗରଠାରେ ଜାତୀୟ କ୍ରୀଡା ଦିବସ…