Latest Odisha News

BREAKING NEWS

Yearly Archives

2018

ନିଟ୍ ପରୀକ୍ଷା ଦେବେ ୪୨ ହଜାର ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଲାଗି ସାରା ଦେଶରେ ପ୍ରାୟ ୧୫ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ନାମ ଆବେଦନ କରିଛନ୍ତି । ଏହି ପରୀକ୍ଷା ୨୦୧୯ ମସିହା ମେ ୦୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଓଡ଼ିଶାରୁ ପ୍ରାୟ ୪୨ ହଜାର…

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ‘ସେସୁ’ ଉପରେ ଏନଜିଟିର ୪କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ : ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ସେସୁ ଉପରେ ଲଗାଇଥିବା ଜୋରିମାନା ରାଶିକୁ ୪ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ହାତୀ ମୃତ୍ୟୁ ଘଟଣାର ୪ଦିନ ପରେ ଏନଜିଟି ନିଜ ଆଡ଼ୁ ମାମଲା ରୁଜୁ କରି ଗତ…

‘ଚାଷୀ ଋଣ ଛାଡ଼’ ସମ୍ପର୍କୀତ ବଲ୍ ଏବେ ନବୀନଙ୍କ କୋର୍ଟରେ !

ଭୁବନେଶ୍ୱର: ଚାଷୀ ଋଣ ଛାଡ଼ ପ୍ରସଙ୍ଗ ଏବେ ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରତି ଏକ ପ୍ରକାର ଚାପ ସୃଷ୍ଟି କରିଛି କହିଲେ ଚଳେ । ତେବେ ଏହି କୃଷି ଋଣ ଛାଡ଼ ପ୍ରସଙ୍ଗ ସହିତ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ସମ୍ପର୍କରେ ଆସନ୍ତା ନୂଆବର୍ଷ ଅବସରରେ ଶାସନାଧୀନ ସରକାର କୌଣସି ଘୋଷଣା…

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଲା

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଟିଆଲା କୋର୍ଟ ଗୁରୁବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍ କୋର୍ଟ ଗୁରୁବାର ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି…

ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ‘ପିଥାଇ’ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବାବେଳେ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଜାରି ଏକ ପ୍ରେସ…

ସିଭିଲ୍ ସେବା ପାଇଁ ସର୍ବାଧିକ ବୟସ ୨୭ ବର୍ଷ ହେଉ : ନୀତି ଆୟୋଗ

ନୂଆଦିଲ୍ଲୀ : ସିଭିଲ୍ ସର୍ଭିସରେ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା ସର୍ବାଧିକ ୨୭ ବର୍ଷ କରିବା ନେଇ ନୀତି ଆୟୋଗ ପରାମର୍ଶ ଦେଇଛି। ବର୍ତ୍ତମାନ ସିଭିଲ୍ ସର୍ଭିସରେ ବୟସ ସୀମା ୩୦ ବର୍ଷ ରହିଥିବା ବେଳେ ଏହି ବୟସ ସୀମାକୁ କମାଇ ୨୭ ବର୍ଷ କରିବା ନେଇ କେନ୍ଦ୍ର ସରକାରଙ୍କ ଥିଙ୍କ…

ସିଆଡ଼ିମାଳ ପାଶବିକ ଗଣଦୁଷ୍କର୍ମ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ସିଆଡ଼ିମାଳ ଗ୍ରାମରେ ଗତ ୫ ତାରିଖ ଦିନ ୨ଜଣ ଯୁବକ ଜନୈକା ମହିଳାଙ୍କ ଘରେ ପଶି ପାଶବିକ ଭାବେ ଗଣ ଦୁଷ୍କର୍ମ କରିଥିଲେ, ସେହି ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ମୃତ୍ୟୁ ଘଟିଛି । ମିଳିଥିବା…

ନେପାଳରେ ଚାଲିଛି ଓଲିଉଡ୍ ଫିଲ୍ମ ‘କ୍ରେଜି-୪’ର ଗୀତ ସୁଟିଂ…

ଭୁବନେଶ୍ୱର: ଏବେ ବେଶ୍ ଦ୍ରୁତଗତିରେ ସୁଟିଂ କାର୍ଯ୍ୟ ଚାଲିଛି ନୂଆ ଓଡ଼ିଆ ଫିଲ୍ମ ‘କ୍ରେଜି-୪’ର ସୁଟିଂ । ଓଡ଼ିଶାରେ ଫିଲ୍ମର ଅଧିକ ଅଂଶ ସୁଟିଂ ସରିଥିବା ବେଳେ ଏହି ଓଲିଉଡ଼ ସିନେମାର ଗୀତ ଗୁଡ଼ିକର ସୁଟିଂ ଏବେ ନେପାଳରେ ଚାଲିଛି । ଓଲିଉଡ଼ର ରୋମାଣ୍ଟିକ ହିରୋ ଅଭିଷେକ ରଥ ଏବଂ ସୁନ୍ଦରୀ ନାୟିକା…

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଆୟୁଷୀ ମହାପାତ୍ର ହେଲେ ଟପ୍ପର

କଟକ : ଆୟୁଷୀ ମହାପାତ୍ର ‘ଓଡିଶା ପ୍ରଶାସନିକ ସେବା’ (ଓଏଏସ୍) ୨୦୧୭ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ଓଏଏସ୍-୨୦୧୭ ବର୍ଷର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି । ଆୟୁଷୀ ମହାପାତ୍ର ପ୍ରଥମ…