ଝାରସୁଗୁଡା: ଜେଲରେ କଏଦୀଙ୍କ ଅସ୍ୱାଭାବିକ ମୃତ୍ୟୁ
ଝାରସୁଗୁଡା : ଝାରସୁଗୁଡା ଜେଲରେ ଆଜି ସକାଳେ ଜଣେ ବିଚାରଧିନ କଏଦୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ।
ମୃତ କଏଦୀଙ୍କ ନାମ ବିନୋଦ କିସାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲାର ବିନୋଦ କିସାନ(୩୪) ଏକ ନରହତ୍ୟା ମାମଲାରେ ୨୦୧୪ ମସିହା ଜୁନ୍ ୧୮ ତାରିଖରୁ ବନ୍ଦୀ…