Latest Odisha News

BREAKING NEWS

Yearly Archives

2018

‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ: ବୃଦ୍ଧି ହେବ ବାୟୁସେନାର ଯୋଗାଯୋଗ କ୍ଷମତା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଆଜି ଇସ୍ରୋର ପ୍ରତିରକ୍ଷା ଯୋଗାଯୋଗ ‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ ହେବା ଫଳରେ ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ଘଟିଛି । ‘ଜିସ୍ୟାଟ୍ – ୭ଏ’ ଉପଗ୍ରହଟିର ଓଜନ ୨,୨୫୦ କିଲୋଗ୍ରାମ ଓଜନର ଏବଂ ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ…

ସମ୍ବଲପୁର ‘ବିଏସଇ’ ଶାଖା ଅଫିସରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ସମ୍ବଲପୁର : ସମ୍ବଲପୁର ଜେଲ୍ ଛକ ନିକଟରେ ଅବସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସରେ ବୁଧବାର ଅପରାହ୍ନରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଏସଇର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି କହିଛନ୍ତି, ଅପରାହ୍ନ ୨ଟା ବେଳେ…

ଜାନୁଆରୀ ୮ରେ ‘ନବନିର୍ମାଣ କୃଷକ ସଙ୍ଗଠନ’ର ରାଜଭବନ ଘେରାଉ

ଭୁବନେଶ୍ୱର : ଓଡିଶାର କୃଷକଙ୍କ ଲାଗି ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ‘ନବନିର୍ମାଣ କୃଷକ ସଙ୍ଗଠନ’ ରାଜଭବନ ଘେରାଉ କରିବ । ଏସମ୍ପର୍କରେ ବୁଧବାର ଦିନ ‘ନବନିର୍ମାଣ କୃଷକ ସଙ୍ଗଠନ’ର ଆବାହକ ଅକ୍ଷୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଜାନୁଆରୀ ୧୭ରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଶୁଣାଣୀ

କଟକ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣୀ ଓଡିଶା ହାଇକୋର୍ଟରେ ଆସନ୍ତା ୧୭ ତାରିଖରେ ହେବ । ଜଷ୍ଟିସ ଜେପି ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ମଙ୍ଗଳବାର ଦିନ ପୁଞ୍ଜିଲାଲଙ୍କ ଜାମିନ…

ଆପଣଙ୍କ ଟିଭି ଦେଖିବା ଜାନୁଆରୀ ୧ରୁ ହେବ ମହଙ୍ଗା !

ନୂଆଦିଲ୍ଲୀ : ନୂଆବର୍ଷ ତଥା ଜାନୁଆରୀ ୧ ତାରିଖରୁ ଦେଶରେ ଟିଭି ଦେଖା ମହଙ୍ଗା ହେବ। ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ)ର ନୂଆ ନିୟମ ଯୋଗୁଁ ଏବେ ଦେଶରେ ଟିଭି ଦେଖିବା ପାଇଁ ଉପଭୋକ୍ତାଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ । ଟ୍ରାଇର ନୂଆ ନିୟମ ମୁତାବକ ଏବେ ଫ୍ରି ଟୁ ଏୟାର…

ଖୋର୍ଦ୍ଧା: କାଳୀ ମନ୍ଦିରରୁ ସୁନା ଅଳଙ୍କାର ସହ ମୂଲ୍ୟବାନ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ନିକଟସ୍ଥ କାଳୀ ମନ୍ଦିରରୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ଦେବୀଙ୍କ ଗହଣା ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଅନେକ ମୂଲ୍ୟବାନ ଜିନିଷ ଚୋରି କରିଛନ୍ତି ।…

ସେଲଟର୍ ହୋମ ଯୌନ ଶୋଷଣ ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ର ଏମଡ଼ି

କଟକ: ସେଲଟର୍ ହୋମରେ ନାବାଳିକାଙ୍କ ପ୍ରତି ଯୌନ ଶୋଷଣ ତଥା ଧର୍ମାନ୍ତରୀକରଣ ଅଭିଯୋଗରେ ଗିରଫ ହୋଇଥିବା ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ପରିଚାଳନା ନିର୍ଦ୍ଦେଶକ (ଏମଡି) ଫୟାଜ ରେହମାନ୍ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ପରିଚାଳନା ନିର୍ଦ୍ଦେଶକ (ଏମଡି) ଫୟାଜ…

ଜୋତା ପିନ୍ଧି ପବିତ୍ର ‘ମହାପ୍ରସାଦ’ ଖାଇବା ଫଟୋକୁ ନେଇ ହଟ୍ଟଚମଟ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ପର୍ଯ୍ୟଟକ ଜୋତା ପିନ୍ଧି ପବିତ୍ର ମହାପ୍ରସାଦ ଖାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ମାନସ ଦାସ ନାମକ ଜଣେ ପର୍ଯ୍ୟଟକ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ…

ସ୍ୱଦେଶରେ ପହଞ୍ଚିଲେ ବିଶ୍ୱବିଜୟୀ ବେଲଜିୟମ ଦଳ, ରାଜା-ରାଣୀ କଲେ ସ୍ୱାଗତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଜିତିବା ପରେ ବିଜୟୀ ବେଲଜିୟମ୍ ଦଳ ମଙ୍ଗଳବାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛି । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ବେଲଜିୟମ୍ ଦଳକୁ ରାଜଧାନୀ ବ୍ରସେଲ୍ସ ଠାରେ ଦେଶର ରାଣୀ ମାଥିଲଦେ,…

ଆଜି ‘ଜିଏସଏଟି-୭ଏ’ର ପରୀକ୍ଷଣ: ଶକ୍ତିଶାଳୀ ହେବ ବାୟୁସେନା

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଦିନ ଚଳିତ ବର୍ଷର ଅନ୍ତିମ ସାଟେଲାଇଟ୍ ଭାବେ ଜିଏସଏଟି-୭ଏକୁ ଉତକ୍ଷେପଣ କରାଯାଉଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ପରୀକ୍ଷା କେନ୍ଦ୍ର ଜିଓ ସିକ୍ରୋନୋସ ଲଞ୍ଚ ଭେହକିଲ୍ ଜିଏସଏଲଭି-ଏଫ୍୧୧ ରକେଟ୍ ମାଧ୍ୟମରେ…