‘ଚୋରୀ ଚୋରୀ ଚୁପକେ ଚୁପକେ’ ନୁହେଁ, ‘ଖୁଲମ୍ ଖୁଲା ପ୍ରେମ’ରେ ଏବେ ପ୍ରିୟଙ୍କା…
ମୁମ୍ବାଇ : ବଲିଉଡ଼ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । ଆଉ ପ୍ରିୟଙ୍କାଙ୍କ ଚର୍ଚ୍ଚା ଖାସ ତାଙ୍କର ପ୍ରେମକୁ ନେଇ । ତାଙ୍କର ଆମେରୀୟ ସିଙ୍ଗର୍ ତଥା ହଲିଉଡ଼ ଅଭିନେତା ନିକ୍ ଜୋନସ୍ ଙ୍କ ସମ୍ପର୍କକୁ ନେଇ ଏବେ ବେଶ୍ ଚର୍ଚ୍ଚା । ତାଙ୍କର ଆମେରେକୀୟ ସିଙ୍ଗର୍ ତଥା ହଲିଉଡ଼ ଅଭିନେତା…